ଘନ କୁହୁଡି ଯୋଗୁଁ ଓଲଟିଲା ପରିବା ଗାଡି : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Advertisment

ଘନ କୁହୁଡ଼ି ପାଇଁ ଓଲଟିଲା ପରିବା ଗାଡ଼ି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଜାଡିହ ନିକଟରେ ଓଲଟି ପଡିଛି ଟ୍ରକ।  ଘନ କୁହୁଡି ପାଇଁ ଆଜି ସକାଳୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଛି । କଟକରୁ ବିଭିନ୍ନ ପନିପରିବା ବୋଝେଇ କରି କାମାକ୍ଷାନଗର ସାପ୍ତାହିକ ହାଟକୁ ଆସୁଥିବା ବେଳେ ଓଲଟି ପଡିଛି

KUHUDI

KUHUDI Photograph: (KanakNews)

କନକବ୍ୟୁରୋ :  ଘନ କୁହୁଡ଼ି ପାଇଁ ଓଲଟିଲା ପରିବା ଗାଡ଼ି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଜାଡିହ ନିକଟରେ ଓଲଟି ପଡିଛି ଟ୍ରକ।  ଘନ କୁହୁଡି ପାଇଁ ଆଜି ସକାଳୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଛି  ।  କଟକରୁ ବିଭିନ୍ନ ପନିପରିବା ବୋଝେଇ କରି କାମାକ୍ଷାନଗର ସାପ୍ତାହିକ ହାଟକୁ ଆସୁଥିବା ବେଳେ ଓଲଟି ପଡିଛି   ।    ଗାଡ଼ିରେ ଲୋକଙ୍କର କିଛି ହୋଇନଥିବା ବେଳେ ରାସ୍ତାରେ ଗଡୁଛି ପରିବା । ସେପଟେ କୁହୁଡ଼ି ଯୋଗୁଁ ବଢୁଛି ଦୁର୍ଘଟଣା । ବାଲେଶ୍ବର ଜିଲ୍ଲାରେ ବସ୍ତା ଅଞ୍ଚଳରେ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି ।

କଣ୍ଟେନରକୁ ପଛପଟୁ ଧକ୍କା ଦେଇଛି ଆଉ ଏକ କଣ୍ଟେନର । କ୍ୟାବିନରେ ଚାପି ହୋଇ ଡ୍ରାଇଭର ଗୁରୁତର ହୋଇଛନ୍ତି ।   ଜଳେଶ୍ୱର ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଛି ।  ୬୦ ନମ୍ବର ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe