ଓଲଟିଲା ଧାନ ବୋଝେଇ ଟ୍ରକ୍ । ଡ୍ରାଇଭର ଓ ହେଲପର ଆହତ ।

Advertisment

ଓଲଟିଲା ଧାନ ବୋଝେଇ ଟ୍ରକ୍ । ଭଦ୍ରକରୁ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିଲା ଧାନ ।

ଓଲଟିଲା ଧାନ ବୋଝେଇ ଟ୍ରକ୍ । ଭଦ୍ରକରୁ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିଲା ଧାନ ।

truck 33

କନକ ବ୍ୟୁରୋ: ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥ ବଡ଼ଘାଟି ନିକଟରେ ଓଲଟିଲା ଧାନ ବୋଝେଇ ଟ୍ରକ । ଭଦ୍ରକରୁ ଆନ୍ଧ୍ରପ୍ରଦେଶ ଯାଉଥିଲା ଧାନ । ବ୍ରେକ ଫେଲ ଯୋଗୁଁ ଟ୍ରକଟି ଓଲଟିପଡ଼ିଥିବା ଅନୁମାନ କରାଯାଉଛି । 

ଟ୍ରକ ଡ୍ରାଇଭର, ହେଲ୍ପର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ବେଆଇନ ଭାବେ ଧାନ କିଣି ଆନ୍ଧ୍ର ପ୍ରଦେଶକୁ ଧାନ ଚାଲାଣ ହେଉଥିବା ବେଳେ ଟ୍ରକଟି ଓଲଟିପଡ଼ିଛି । ରାସ୍ତା ଉପରେ ପଡ଼ିରହିଛି ଧାନବସ୍ତା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe