କନକ ବ୍ୟୁରୋ: ମହାକାଶରେ ଉଠିଲା ଗଛ। କଥାଟି ବିଶ୍ବାସ ହେଉନଥିଲେ ବି ସତ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କରାଯାଇଥିବା ଏହି ପରୀକ୍ଷା ସଫଳ ହୋଇଛି । ନିଟକରେ ପିଏସଏଲଭି-ସି୬୦ ସ୍ପେଡେକ୍ସ ମିଶନରେ ଏହି ପରୀକ୍ଷା କରାଯାଇଥିଲା । ଚାରି ଦିନରେ ପୋତାଯାଇଥିବା ଝୁଡଙ୍ଗ ମଞ୍ଜିରୁ ଗଜା ବାହାରିଛି ।
ଏହା ହେଉଛି ସେହି ଝୁଡଙ୍ଗ ଗଛ । ଧିରେ ଧିରେ ଏହା ବଡ ହେବା ସହ ପତ୍ର ବାହାରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଭିଏସଏସସି କମ୍ପାକ୍ଟ ରିସର୍ଚ୍ଚ ମଡ୍ୟୁଲ ଫର ଅର୍ବିଟାଲ ପ୍ଲାଣ୍ଟ ଷ୍ଟଡି(କ୍ରପ୍ସ) ପକ୍ଷରୁ ଏହି ପରୀକ୍ଷା କରାଯାଇଥଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/04/uXzNU4xdtIWIXE0XyaVw.jpg)