କନକ ବ୍ୟୁରୋ : ରାଉରକେଲାରେ ଟ୍ରେନ୍ ଦୁର୍ଘଟଣା। ମାଲଗୋଦାମ ନିକଟରେ ଲାଇନ୍ଚ୍ୟୁତ ହେଲା ମାଲବାହି ଗାଡ଼ିର ତିନିଟି ବଗି। ମାଲଗୋଦାମ ବସ୍ତି ପାର୍କିଂରେ ଟ୍ରାକ୍ରୁ ଲାଇନଚ୍ୟୁତ ହେବାରୁ ଯାତାୟାତ ବାଧାପ୍ରାପ୍ତ। ମାଲଗୋଦାମ ଫାଟକରୁ ବାସନ୍ତୀ କଲୋନୀ ରାସ୍ତାରେ ଗମନାଗମବ ବାଧାପ୍ରାପ୍ତ। ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ଓ ସ୍ଥାନୀୟ ପୋଲିସ ଉପସ୍ଥିତ ଅଛନ୍ତି। କିଭଳି ସୁରକ୍ଷିତ ଭାବେ ଯାତାୟାତ ହୋଇପାରିବ ସେ ଦିଗରେ ପଦକ୍ଷେପ ନେଉଛନ୍ତି। ରାସ୍ତା ଉପରେ ପଡିଛି ଲାଇନ୍ ଚ୍ୟୁତ ହୋଇଥିବା ତିନୋଟି ବଗି।
ରାଉରକେଲା ମାଲଗୋଦାମ ବସ୍ତି ନିକଟରେ ଟ୍ରେନ୍ ଦୁର୍ଘଟଣା । ଟ୍ରାକରୁ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୩ଟି ବଗି
ମାଲଗୋଦାମ ଫାଟକରୁ ବାସନ୍ତୀ କଲୋନୀ ରାସ୍ତାରେ ଗମନାଗମବ ବାଧାପ୍ରାପ୍ତ। ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ଓ ସ୍ଥାନୀୟ ପୋଲିସ ଉପସ୍ଥିତ ଅଛନ୍ତି। କିଭଳି ସୁରକ୍ଷିତ ଭାବେ ଯାତାୟାତ ହୋଇପାରିବ ସେ ଦିଗରେ ପଦକ୍ଷେପ ନେଉଛନ୍ତି। ରାସ୍ତା ଉପରେ ପଡିଛି ଲାଇନ୍ ଚ୍ୟୁତ ହୋଇଥିବା ତିନୋଟି ବଗି।
/kanak/media/media_files/2025/02/05/HO5g0051wsE9G1p8uxq9.jpg)