ବରଗଡ ଭଟଲି ବିଜୟା ଛକ ନିକଟରେ ଦୁର୍ଘଟଣା । ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବୋଲେରୋ । ୨ ମୃତ, ୨ ଗୁରୁତର

Advertisment

ଗାଡ଼ିଟି ପ୍ରଥମେ ଇଲେକ୍ଟ୍ରି ପୋଲରେ ଧକ୍କା ହୋଇ ଏକ ଦୋକାନକୁ ଧକ୍କା ଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ୨ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଘଟଣା ସ୍ଥଳରେ ଭଟଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

40 cRRõþ^ìi

40 cRRõþ^ìi Photograph: (40 cRRõþ^ìi)

କନକ ବ୍ୟୁରୋ : ବରଗଡ଼ ଭଟଲି ବିଜୟା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁଇଜଣ ଯୁବକଙ୍କର ମୃତ୍ୟୁ। ଗତକାଲି ମଧ୍ୟରାତ୍ରିରେ ୪ଜଣ ବ୍ୟକ୍ତି ଏକ ବୋଲେରୋ ଅମ୍ବାଭୋନା ଆଡୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିଟି ପ୍ରଥମେ ଇଲେକ୍ଟ୍ରି ପୋଲରେ ଧକ୍କା ହୋଇ ଏକ ଦୋକାନକୁ ଧକ୍କା ଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ୨ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଘଟଣା ସ୍ଥଳରେ ଭଟଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe