କାମାକ୍ଷାନଗରରେ ମାତିଛି ବାଘ, ଗତଦୁଇ ଦିନ ଧରି ଗାଈକୁ ଘୋଷାଡ଼ି ମାରୁଛି

Advertisment

ଗତଦୁଇ ଦିନ ଧରି ଗାଈକୁ ଘୋଷାଡ଼ି ଆକ୍ରମଣ କରିବା ସହ ବାଘଟି ଆତଙ୍କ ସୃଷ୍ଟି କରିଛି ବାଘ

ଗତଦୁଇ ଦିନ ଧରି ଗାଈକୁ ଘୋଷାଡ଼ି ଆକ୍ରମଣ କରିବା ସହ ବାଘଟି ଆତଙ୍କ ସୃଷ୍ଟି କରିଛି ବାଘ

କାମାକ୍ଷାନଗରରେ ମାତିଛି ବାଘ

କାମାକ୍ଷାନଗରରେ ମାତିଛି ବାଘ Photograph: (Google)

କନକ ବ୍ୟୁରୋ: କାମାକ୍ଷାନଗରରେ ମାତିଛି ବାଘ । କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ଗତଦୁଇ ଦିନ ଧରି ଗାଈକୁ ଘୋଷାଡ଼ି ଆକ୍ରମଣ କରିବା ସହ ବାଘଟି ଆତଙ୍କ ସୃଷ୍ଟି କରିଥିବା ବେଳେ ଆଜି କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ତାରିପାଟ ଗାଁ ଜଙ୍ଗଲରେ ବାଘଟି ଗୋଟେ ଷଣ୍ଢକୁ ଘୋଷାଡ଼ି ମାରି ଦେଇଛି l ଯାହାକୁ ନେଇ ଅଞ୍ଚଳବାସୀ ଭୟରେ ଅଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe