କନକ ବ୍ୟୁରୋ: ମୁମ୍ବାଇ ପୋଲିସରେ ଛନକା । କାରଣ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବାକୁ ମୁମ୍ବାଇ ପୋଲିସକୁ ମିଳିଛି ମେସେଜ୍ । ମୋଦୀଙ୍କୁ ବୋମାରେ ଉଡାଇଦେବାକୁ ଧମକ ଦିଆଯାଇଛି । ଏହି ମେସେଜରେ ଅଇଏସଆଇ ଏଜେଣ୍ଟ ନେଇ ସୂଚନା ରହିଛି । ଏହି ମେସେଜର ଲୋକେସନ୍ ଟ୍ରାପ୍ କରାଯାଇଛି । ଏହା ରାଜସ୍ଥାନ, ଆଜମେରରୁ ଆସିଥିବା ଜଣାପଡିଛି । ଏହି ବାର୍ତ୍ତା ମିଳିବା ପରେ ଅଭିଯୁକ୍ତକୁ ଖୋଜିବାକୁ ତନାଘନା ଚଳାଇଛି ପୋଲିସ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us