କେନ୍ଦୁଝର ଜଙ୍ଗଲରେ ଖୋଜା ଚାଲିଛି ସୁନାର ନମୁନା । ୨୧ ଟି ସ୍ଥାନରେ ସଂଗ୍ରହ କରୁଛି ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ

Advertisment

 ପୂର୍ବରୁ ଏଠାରୁ ସୁନା ମିଳୁଥିବାରୁ ଏହି ଜଙ୍ଗଲକୁ ସୁନାଖଣି ଜଙ୍ଗଲ ବୋଲି  କୁହାଯାଉଥିଲା। ଏଠାରେ ୮୦ ଦଶକରୁ ସରକାର ସୁନାର ନମୁନା ସଂଗ୍ରହ ଆରମ୍ଭ କରିଥିଲେ ମଧ୍ୟ କିଛି ବର୍ଷ ବନ୍ଦ ଥିଲା। ଏବେ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ତରଫରୁ ୨୧ଟି ସ୍ଥାନରେ ସୁନାର ନମୁନା ସଂଗ୍ରହ ଚାଲିଛି।  ଆସନ୍ତା ମାର୍ଚ୍ଚ ମାସ ପର୍ୟ୍ୟନ୍ତ ସର୍ଭେ ଚାଲିବ। ସୁନାର  ନମୁନା ପରୀକ୍ଷାଗାରରେ ପରୀକ୍ଷା ପରେ ସରକାର ସୁନାଖଣି  ନେଇ ନିଷ୍ପତ୍ତି ନେବେ ।

47 gold

47 gold Photograph: (47 gold )

କନକ ବ୍ୟୁରୋ :  କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ତରମାକାନ୍ତ ପଞ୍ଚାୟତ ଜଳଡ଼ିହା ଜଙ୍ଗଲର ସୁନା ଖୋଜା ଚାଲିଛି ।  ଜିଓଲୋଜିଲକାଲ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ବଡ ମେସିନ ଲଗାଇ ମାଟି ତଳୁ ସୁନାର ନମୁନା ସଂଗ୍ରହ କରାଯାଉଛି। ସଂଗ୍ରହ କରାଯାଉଥିବା ପଥର ଗୁଡିକୁ ଅତି ଯତ୍ନର ସହ ରଖି ପରୀକ୍ଷା ପାଇଁ ନିଆଯାଉଛି। କୁହାଯାଉଛି, ସଂଗ୍ରହ ହେଉଥିବା ସୁନାର ମାନ ଅତ୍ୟନ୍ତ ଉଚ୍ଚମାନର। ଏଠାରେ ସୁନା ସଂଗ୍ରହ କଥା ଶୁଣିବା ପରେ ଜଂଗଲରେ ଲୋକଙ୍କ ଭିଡ଼ ଜମୁଛି। ସୁନାଖଣି ହେଲେ କେବଳ କେନ୍ଦୁଝର ଜିଲ୍ଲା ନୁହେଁ, ସମଗ୍ର ରାଜ୍ୟର ବିକାଶ ହେବ ବୋଲି ଲୋକ ଆଶା ବାନ୍ଧିଛନ୍ତି ।

 ପୂର୍ବରୁ ଏଠାରୁ ସୁନା ମିଳୁଥିବାରୁ ଏହି ଜଙ୍ଗଲକୁ ସୁନାଖଣି ଜଙ୍ଗଲ ବୋଲି  କୁହାଯାଉଥିଲା। ଏଠାରେ ୮୦ ଦଶକରୁ ସରକାର ସୁନାର ନମୁନା ସଂଗ୍ରହ ଆରମ୍ଭ କରିଥିଲେ ମଧ୍ୟ କିଛି ବର୍ଷ ବନ୍ଦ ଥିଲା। ଏବେ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ତରଫରୁ ୨୧ଟି ସ୍ଥାନରେ ସୁନାର ନମୁନା ସଂଗ୍ରହ ଚାଲିଛି।  ଆସନ୍ତା ମାର୍ଚ୍ଚ ମାସ ପର୍ୟ୍ୟନ୍ତ ସର୍ଭେ ଚାଲିବ। ସୁନାର  ନମୁନା ପରୀକ୍ଷାଗାରରେ ପରୀକ୍ଷା ପରେ ସରକାର ସୁନାଖଣି  ନେଇ ନିଷ୍ପତ୍ତି ନେବେ ।

 ଅନ୍ୟ ଖଣିଜ ଦ୍ରବ୍ୟ ପାଇଁ କେନ୍ଦୁଝର ଜିଲ୍ଲା ଜଣାଶୁଣା ଥିବା ବେଳେ ଏବେ  ସୁନାଖଣି  ନେଇ ଉତ୍ସୁକତା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe