ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର : ଆମ୍ୱୁଲାନ୍ସରେ ବୁହାଯାଉଛି କବାଡ଼ିଆ କାଗଜପତ୍ର

Advertisment

ରୋଗୀଙ୍କ ଜୀବନ ବଞ୍ଚାଉଥବା ୧୦୮ ଆମ୍ୱୁଲାନ୍ସରେ କବାଡ଼ିଆ କାଗଜପତ୍ର । ରୋଗୀଙ୍କୁ ହସ୍ପିଟାଲ ବୋହିନେବା ବଦଳରେ କବାଡ଼ିଖାନାକୁ କାଗଜପତ୍ର ବୋହି ନେଉଛି ଆମ୍ୱୁଲାନ୍ସ  ।

ରୋଗୀଙ୍କ ଜୀବନ ବଞ୍ଚାଉଥବା ୧୦୮ ଆମ୍ୱୁଲାନ୍ସରେ କବାଡ଼ିଆ କାଗଜପତ୍ର । ରୋଗୀଙ୍କୁ ହସ୍ପିଟାଲ ବୋହିନେବା ବଦଳରେ କବାଡ଼ିଖାନାକୁ କାଗଜପତ୍ର ବୋହି ନେଉଛି ଆମ୍ୱୁଲାନ୍ସ  ।

ambulance87

Photograph: (kanak news)

କନକବ୍ୟୁରୋ : ରୋଗୀଙ୍କ ଜୀବନ ବଞ୍ଚାଉଥବା ୧୦୮ ଆମ୍ୱୁଲାନ୍ସରେ କବାଡ଼ିଆ କାଗଜପତ୍ର । ରୋଗୀଙ୍କୁ ହସ୍ପିଟାଲ ବୋହିନେବା ବଦଳରେ କବାଡ଼ିଖାନାକୁ କାଗଜପତ୍ର ବୋହି ନେଉଛି ଆମ୍ୱୁଲାନ୍ସ  । ଢେଙ୍କାନାଳ ଓଡ଼ପଡ଼ା ବ୍ଲକ ଗଦାସିଲା ପଞ୍ଚାୟତର ଚାଇଁପୁର ଠାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ  । ବନରପାଳ ଡାକ୍ତରଖାନର  ୧୦୮ ଆମ୍ୱୁଲାନ୍ସରେ ବସ୍ତା ବସ୍ତା ରଦ୍ଦି କାଗଜକୁ ବିକ୍ରି ପାଇଁ ଆମ୍ୱଲାନ୍ସରେ ନିଆଯାଉଥିବା ଦୃଶ୍ୟ କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି ।  ଘଟଣା ଜଣାପଡ଼ିବା ପରେ ଆମ୍ୱୁଲାନ୍ସକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଛି  ।   ଅନ୍ୟପଟେ କବାଡିଆ ଦୋକାନୀ ମଧ୍ୟ ଫେରାର ହୋଇଯାଇଛି । ବସ୍ତା ଭିତରେ ଯୋଗାଣ ବିଭାଗର ରାସନକାର୍ଡ ହିତାଧିକାରୀଙ୍କ ଦସ୍ତାବେଦ ରହିଛି  ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe