ଜଳେଶ୍ୱର କମର୍ଦ୍ଦା ବଜାରରେ ଲୁଟ୍ । ମାଳତୀ ଜୁଏଲର୍ସରୁ ନଗଦ ୫ ଲକ୍ଷ ଟଙ୍କା ସହ ୩୦୦ ଗ୍ରାମରୁ ଅଧିକ ଓଜନର ଅଳଙ୍କାର ଲୁଟ୍

ସକାଳୁ ସକାଳୁ ଦୋକାନୀ ଜଣକ ଦୋକାନ ଖୋଲି ପାଣି ଆଣିବାକୁ ଯାଇଥିବା ସମୟରେ ହିଁ ଏଭଳି ଲୁଟ୍‌ ଘଟିଛି । ଏନେଇ ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଛି କମର୍ଦ୍ଦା ଥାନା ପୋଲିସ ।

~òìúìPêìR

úZúøiþÄc Photograph: (ùjõji7i\)

କନକ ବ୍ୟୁରୋ : ଜଳେଶ୍ବର କମର୍ଦ୍ଦା ବଜାରରେ ଲୁଟେରାଙ୍କ ଆତଙ୍କରାଜ । ଦିନ ଦ୍ବିପ୍ରହରରେ ଗହଣା ଦୋକାନରେ ବୁଲାଇଲେ କଳା କନା । ଦୋକାନି ଦୋକାନିଙ୍କ ଟିକିଏ ଅସାବଧାନତା ପାଇଁ ୫ ଲକ୍ଷ ଟଙ୍କା ଓ ୩୦୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସକାଳୁ ସକାଳୁ ଦୋକାନୀ ଜଣକ ଦୋକାନ ଖୋଲି ପାଣି ଆଣିବାକୁ ଯାଇଥିବା ସମୟରେ ହିଁ ଏଭଳି ଲୁଟ୍‌ ଘଟିଛି । ଏନେଇ ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଛି କମର୍ଦ୍ଦା ଥାନା ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଚୋରଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe