କନକ ବ୍ୟୁରୋ : ଜଳେଶ୍ବର କମର୍ଦ୍ଦା ବଜାରରେ ଲୁଟେରାଙ୍କ ଆତଙ୍କରାଜ । ଦିନ ଦ୍ବିପ୍ରହରରେ ଗହଣା ଦୋକାନରେ ବୁଲାଇଲେ କଳା କନା । ଦୋକାନି ଦୋକାନିଙ୍କ ଟିକିଏ ଅସାବଧାନତା ପାଇଁ ୫ ଲକ୍ଷ ଟଙ୍କା ଓ ୩୦୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସକାଳୁ ସକାଳୁ ଦୋକାନୀ ଜଣକ ଦୋକାନ ଖୋଲି ପାଣି ଆଣିବାକୁ ଯାଇଥିବା ସମୟରେ ହିଁ ଏଭଳି ଲୁଟ୍ ଘଟିଛି । ଏନେଇ ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଛି କମର୍ଦ୍ଦା ଥାନା ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଚୋରଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି ।
ଜଳେଶ୍ୱର କମର୍ଦ୍ଦା ବଜାରରେ ଲୁଟ୍ । ମାଳତୀ ଜୁଏଲର୍ସରୁ ନଗଦ ୫ ଲକ୍ଷ ଟଙ୍କା ସହ ୩୦୦ ଗ୍ରାମରୁ ଅଧିକ ଓଜନର ଅଳଙ୍କାର ଲୁଟ୍
ସକାଳୁ ସକାଳୁ ଦୋକାନୀ ଜଣକ ଦୋକାନ ଖୋଲି ପାଣି ଆଣିବାକୁ ଯାଇଥିବା ସମୟରେ ହିଁ ଏଭଳି ଲୁଟ୍ ଘଟିଛି । ଏନେଇ ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଛି କମର୍ଦ୍ଦା ଥାନା ପୋଲିସ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)