ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ମହିଳା କର୍ମଚାରୀ ସଂଘର ଧାରଣା । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ୨୦୦ କର୍ମୀ

Advertisment

କଟକ କଲେକ୍ଟର ଅଫିସ ଆଗରେ ଧାରଣାରେ ବସିଛନ୍ତି ୨୦୦ରୁ ଅଧିକ ମହିଳା କର୍ମଚାରୀ ।  କଟକ ସିଟି ୧  ସିଡିପିଓଙ୍କ  ଖରାପ ବ୍ୟବହାରକୁ ବିରୋଧ କରି ଧାରଣାରେ ବସିଛନ୍ତି ଅଙ୍ଗନବାଡି କର୍ମୀ ।

କଟକ କଲେକ୍ଟର ଅଫିସ ଆଗରେ ଧାରଣାରେ ବସିଛନ୍ତି ୨୦୦ରୁ ଅଧିକ ମହିଳା କର୍ମଚାରୀ ।  କଟକ ସିଟି ୧  ସିଡିପିଓଙ୍କ  ଖରାପ ବ୍ୟବହାରକୁ ବିରୋଧ କରି ଧାରଣାରେ ବସିଛନ୍ତି ଅଙ୍ଗନବାଡି କର୍ମୀ ।

dfsgdgfddfdg

କନକ ବ୍ୟୁରୋ : ଅଲ୍ ଓଡ଼ିଶା ଅଙ୍ଗନଓ୍ବାଡ଼ି ମହିଳା କର୍ମଚାରୀ ସଂଘର ଧାରଣା । କଟକ କଲେକ୍ଟର ଅଫିସ ଆଗରେ ଧାରଣାରେ ବସିଛନ୍ତି ୨୦୦ରୁ ଅଧିକ ମହିଳା କର୍ମଚାରୀ ।  କଟକ ସିଟି ୧  ସିଡିପିଓଙ୍କ  ଖରାପ ବ୍ୟବହାରକୁ ବିରୋଧ କରି ଧାରଣାରେ ବସିଛନ୍ତି ଅଙ୍ଗନବାଡି କର୍ମୀ । କଟକ ସିଟି ୧ ସିଡିପିଓଙ୍କ  ବଦଳି ଦାବି କରି ଧାରଣାରେ ବସିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe