କନକ ବ୍ୟୁରୋ : ଅଲ୍ ଓଡ଼ିଶା ଅଙ୍ଗନଓ୍ବାଡ଼ି ମହିଳା କର୍ମଚାରୀ ସଂଘର ଧାରଣା । କଟକ କଲେକ୍ଟର ଅଫିସ ଆଗରେ ଧାରଣାରେ ବସିଛନ୍ତି ୨୦୦ରୁ ଅଧିକ ମହିଳା କର୍ମଚାରୀ । କଟକ ସିଟି ୧ ସିଡିପିଓଙ୍କ ଖରାପ ବ୍ୟବହାରକୁ ବିରୋଧ କରି ଧାରଣାରେ ବସିଛନ୍ତି ଅଙ୍ଗନବାଡି କର୍ମୀ । କଟକ ସିଟି ୧ ସିଡିପିଓଙ୍କ ବଦଳି ଦାବି କରି ଧାରଣାରେ ବସିଛନ୍ତି ।
ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ମହିଳା କର୍ମଚାରୀ ସଂଘର ଧାରଣା । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ୨୦୦ କର୍ମୀ
କଟକ କଲେକ୍ଟର ଅଫିସ ଆଗରେ ଧାରଣାରେ ବସିଛନ୍ତି ୨୦୦ରୁ ଅଧିକ ମହିଳା କର୍ମଚାରୀ । କଟକ ସିଟି ୧ ସିଡିପିଓଙ୍କ ଖରାପ ବ୍ୟବହାରକୁ ବିରୋଧ କରି ଧାରଣାରେ ବସିଛନ୍ତି ଅଙ୍ଗନବାଡି କର୍ମୀ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)