କାଲି ଲାଗୁଛି କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ : ଭାରତରେ ଅପରାହ୍ନ ୩ଟା ୨୦ରେ ସ୍ପର୍ଶ ହେବ ଚନ୍ଦ୍ରଗ୍ରହଣ

Advertisment

ମାର୍ଚ୍ଚ ୩ରେ ଦୋଳ ପୂର୍ଣ୍ଣିମାରେ ପଡ଼ିବାକୁ ଯାଉଛି ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ବର୍ଷର ଏକମାତ୍ର ଚନ୍ଦ୍ର ଗ୍ରହଣ ଭାବେ ଏହା ଭାରତରେ ଦୃଶ୍ୟମାନ ହେବ । ଭାରତୀୟ ସମୟ ଅନୁସାରେ, ଚନ୍ଦ୍ର ଗ୍ରହଣ ଅପରାହ୍ନ ୩ଟା ୨୦ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪୭ ପର୍ଯ୍ୟନ୍ତ ଚାଲିବ

ମାର୍ଚ୍ଚ ୩ରେ ଦୋଳ ପୂର୍ଣ୍ଣିମାରେ ପଡ଼ିବାକୁ ଯାଉଛି ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ବର୍ଷର ଏକମାତ୍ର ଚନ୍ଦ୍ର ଗ୍ରହଣ ଭାବେ ଏହା ଭାରତରେ ଦୃଶ୍ୟମାନ ହେବ । ଭାରତୀୟ ସମୟ ଅନୁସାରେ, ଚନ୍ଦ୍ର ଗ୍ରହଣ ଅପରାହ୍ନ ୩ଟା ୨୦ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪୭ ପର୍ଯ୍ୟନ୍ତ ଚାଲିବ

9

Photograph: (kanaknews)

କନକବ୍ୟୁରୋ :  ମାର୍ଚ୍ଚ ୩ରେ ଦୋଳ ପୂର୍ଣ୍ଣିମାରେ ପଡ଼ିବାକୁ ଯାଉଛି ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ।  ବର୍ଷର ଏକମାତ୍ର ଚନ୍ଦ୍ର ଗ୍ରହଣ ଭାବେ ଏହା ଭାରତରେ ଦୃଶ୍ୟମାନ ହେବ ।  ଭାରତୀୟ ସମୟ ଅନୁସାରେ, ଚନ୍ଦ୍ର ଗ୍ରହଣ ଅପରାହ୍ନ ୩ଟା ୨୦ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪୭ ପର୍ଯ୍ୟନ୍ତ ଚାଲିବ ।  ଗ୍ରହଣର ମୋଟ ଅବଧି ୩ ଘଣ୍ଟା ୨୭ ମିନିଟ୍ ଯାଏଁ ହେବ ।  ଏହି ସମୟରେ ମନ୍ଦିରର ଦ୍ୱାର ବନ୍ଦ ରହିବା ସହ କୌଣସି ପୂଜାପାଠ ହେବ ନାହିଁ ।  ସୂତକ ସମୟ ସକାଳ ୬ଟା ୨୦ମିନିଟରେ ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ଆରମ୍ଭ ହେବ  ।

ଅଧିକ ପଢନ୍ତୁ... ଅଫିମ ଚାଷର ହବ୍ ପାଲଟିଛି କୋଇଡା : ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଷ୍ଟ ହେଲା ଚାଷ

ଜ୍ୟୋତିଷ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ସୂତକ ସମୟକୁ ଅଶୁଭ ବୋଲି ଧରଯାଏ । ସୂତକ ସମୟରେ, କୌଣସି ପୂଜା ବିଧା, ହୋମ, ଯଜ୍ଞ କିମ୍ବା ଶୁଭ କାର୍ଯ୍ୟ କରାଯାଏ ନାହିଁ ।  ଏହି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦେଶର ପୂର୍ବୋତ୍ତର ରାଜ୍ୟ ମିଜୋରାମ, ନାଗାଲାଣ୍ଡ, ମଣିପୁର, ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବ । ସେହିପରି ଦକ୍ଷିଣ ଭାରତର ଚେନ୍ନାଇ ଓ କନ୍ୟାକୁମାରୀରେ ୩୧ ମିନିଟ୍ ଯାଏ ଆଂଶିକ ଭାବେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe