ପୁଣି ପୋଲାଭରମ୍ ପଲିଟିକ୍ସ । ଏକାଠି ହେଲେ ବିଭିନ୍ନ ରାଜନୈତିକ ଦଳ ଓ ସମାଜିକ ସଂଗଠନ

ଆସନ୍ତା ୨୮ ତାରିଖରେରେ ପୋଲାଭରମ ପ୍ରକଳ୍ପକୁ ନେଇ ଜୋରଦାର ଆନ୍ଦୋଳନ କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ବିଜେଡି ନେତୃ୍ତ୍ୱ ରେ ପୋଲାଭରମ ପ୍ରତିବାଦ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମାଲକାନଗିରି ଜିଲ୍ଲାର ମୋଟୁ ଠାରେ ହେବ ବିରାଟ ଆନ୍ଦୋଳନ।

gdfrgtstrd

କନକ ବ୍ୟୁରୋ : ପୁଣି ପୋଲାଭରମକୁ ନେଇହେବ ଆନ୍ଦୋଳନ। ଏକାଠି ହେଲେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ । ପୋଲାଭରମ ପ୍ରତିବାଦ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଛି । ଆସନ୍ତା ୨୮ ତାରିଖରେରେ ପୋଲାଭରମ ପ୍ରକଳ୍ପକୁ ନେଇ ଜୋରଦାର ଆନ୍ଦୋଳନ କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ବିଜେଡି ନେତୃ୍ତ୍ୱ ରେ ପୋଲାଭରମ ପ୍ରତିବାଦ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମାଲକାନଗିରି ଜିଲ୍ଲାର ମୋଟୁ ଠାରେ ହେବ ବିରାଟ ଆନ୍ଦୋଳନ। ଏହି କ୍ରିୟାନୁଷ୍ଠାନ କମିଟି ମାଧ୍ୟମରେ ଆନ୍ଧ୍ର ପ୍ରଦେଶ, ଛତିଶଗଡ ଏବଂ ଓଡିଶାରେ ହଜାର ହଜାର ନେତା ଓ ସାଧାରଣ ଜନତା ଏକାଠି ହୋଇ ପୋଲାଭରମ ପ୍ରକଳ୍ପକୁ ବିରୋଧ କରିବେ ବୋଲି ପ୍ରେସମିଟ୍ ଜରିଆରେ ସ୍ପଷ୍ଟ କରିଛି କମିଟି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe