ଏହି ଅପରେସନକୁ ଶିଲ୍ଡ ଅଫ୍ ଜୁଡ଼ା ନାମ ଦିଆଯାଇଛି। ଇରାନ ଉପରେ ଆକ୍ରମଣ ନେଇ, ଇସ୍ରାଏଲ ଗୁପ୍ତଚର ସଂସ୍ଥା ମୋସାଦ ଏହାର ସରକାରୀ ପାରସ୍ୟ ଭାଷାର ଟେଲିଗ୍ରାମ ଚ୍ୟାନେଲରେ ଇରାନବାସୀଙ୍କୁ ଇରାନକୁ ନିଜର ଉଜ୍ଜ୍ୱଳ ଭବିଷ୍ୟତକୁ ଫେରାଇ ଆଣିବାକୁ ଅନୁରୋଧ କରିଛି। ବିବୃତିରେ ଲେଖାଯାଇଛି, ଆମର ଇରାନୀ ଭାଇ ଏବଂ ଭଉଣୀମାନେ, ତୁମେ ଏକା ନୁହଁ! ଆମେ ବିଶେଷକରି ତୁମ ପାଇଁ ଏକ ଅତ୍ୟନ୍ତ ସୁରକ୍ଷିତ ଓ ସ୍ୱତନ୍ତ୍ର ଟେଲିଗ୍ରାମ ଚ୍ୟାନେଲ ଆରମ୍ଭ କରିଛୁ। ଏକାଠି, ଆମେ ଇରାନକୁ ତା’ର ଉଜ୍ଜ୍ୱଳ ଭବିଷ୍ୟତ ଫେରାଇ ଦେବୁ।
ଯୁଦ୍ଧ ଅପଡେଟ୍: ଅପରେସନ ଶିଲ୍ଡ ଅଫ୍ ଜୁଡ଼ା , ଇରାନରେ ଭଲ ଦିନ ଆଣିବାରେ ସାହାଯ୍ୟ କର
ଇରାନ ଉପରେ ଆକ୍ରମଣ ନେଇ, ଇସ୍ରାଏଲ ଗୁପ୍ତଚର ସଂସ୍ଥା ମୋସାଦ ଏହାର ସରକାରୀ ପାରସ୍ୟ ଭାଷାର ଟେଲିଗ୍ରାମ ଚ୍ୟାନେଲରେ ଇରାନବାସୀଙ୍କୁ ଇରାନକୁ ନିଜର ଉଜ୍ଜ୍ୱଳ ଭବିଷ୍ୟତକୁ ଫେରାଇ ଆଣିବାକୁ ଅନୁରୋଧ କରିଛି।
/kanak/media/media_files/2026/02/28/operation-shield-of-judah-2026-02-28-14-42-22.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)