ଟଙ୍କା ନଦେଲେ ସୁଭଦ୍ରା ଯୋଜନାରେ ହେଉନି ଆବେଦନ: ଭୁବନେଶ୍ୱର ଖଣ୍ଡଗିରି ନିକଟସ୍ଥ ଜନ ସେବା କେନ୍ଦ୍ରରେ ଟଙ୍କା ଆଦାୟ କରୁଛନ୍ତି ପରିଚାଳକ

Advertisment

୫୦ ଟଙ୍କା ଦିଅ ସୁଭଦ୍ରା ଯୋଜନା ପାଇଁ ଆବେଦନ କର। ଟଙ୍କା ନଦେଲେ କରିପାରିବନି ଆବେଦନ। ଭୁବନେଶ୍ୱର ଖଣ୍ଡଗିରି ନିକଟସ୍ଥ ଏକ ଜନ ସେବା କେନ୍ଦ୍ରରେ ଏମିତି ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି।

Updated On

୫୦ ଟଙ୍କା ଦିଅ ସୁଭଦ୍ରା ଯୋଜନା ପାଇଁ ଆବେଦନ କର। ଟଙ୍କା ନଦେଲେ କରିପାରିବନି ଆବେଦନ। ଭୁବନେଶ୍ୱର ଖଣ୍ଡଗିରି ନିକଟସ୍ଥ ଏକ ଜନ ସେବା କେନ୍ଦ୍ରରେ ଏମିତି ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
SCS

କନକ ବ୍ୟୁରୋ: ୫୦ ଟଙ୍କା ଦିଅ ସୁଭଦ୍ରା ଯୋଜନା ପାଇଁ ଆବେଦନ କର। ଟଙ୍କା ନଦେଲେ କରିପାରିବନି ଆବେଦନ। ଭୁବନେଶ୍ୱର ଖଣ୍ଡଗିରି ନିକଟସ୍ଥ ଏକ ଜନ ସେବା କେନ୍ଦ୍ରରେ ଏମିତି ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। କେନ୍ଦ୍ର ପରିଚାଳକ ଟଙ୍କା ଆଦାୟ କରୁଥିବା ମହିଳାମାନେ କହିଛନ୍ତି। ସୁଭଦ୍ରା ଯୋଜନାର ଆବେଦନ ପାଇଁ ସ୍ଥାନୀୟ ଅଞ୍ଚଳର ଅନେକ ମହିଳା ଜନ ସେବା କେନ୍ଦ୍ରକୁ ଆସିଥିବା ବେଳେ ମହିଳାଙ୍କ ଠାରୁ ୫୦ରୁ ୮୦ ଟଙ୍କା ନିଆଯାଉଛି। ମହିଳାଙ୍କ ଏଭଳି ଅଭିଯୋଗରେ ସଠିକ୍ ଉତର ରଖି ପାରୁନାହାନ୍ତି ଜନ ସେବା କେନ୍ଦ୍ରର ପରିଚାଳକ। ସ୍କାନ ଓ ଜେରକ୍ସ ବାବଦକୁ ଟଙ୍କା ନେଉଥିବା ସ୍ବୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe