କନକ ବ୍ୟୁରୋ : କେନ୍ଦୁଝରରେ ବନ ବିଭାଗ ବଡ଼ ଚଢାଉ । ଢେଙ୍କିକୋଟ ସାମନ୍ତରାୟପୁରରେ ବନବିଭାଗ ସହ ପୁଲିସ ପକ୍ଷରୁ ଚଢାଉ କରାଯାଉଛି । ରେଡ୍ ସମୟରେ ୧୫ ଲକ୍ଷରୁ ଅଧିକ ଟଙ୍କାର ୮୦୦ ସିଫ୍ଟ କାଠ ଜବତ କରାଯାଇଛି । ଚଢାଉରେ ୨ଜଣ ଏସିଏଫ୍ ଓ ୪ଜଣ ରେଞ୍ଜରଙ୍କ ନେତୃତ୍ୱରେ ରେଡ୍ କରାଯାଉଛି । ଏଥିରେ ୧୩୦ରୁ ଅଧିକ ବନବିଭାଗ କର୍ମଚାରୀ ଓ ପୁଲିସ ସାମିଲ ଅଛନ୍ତି ।
କେନ୍ଦୁଝର ବନବିଭାଗ ଓ ପୁଲିସର ବଡ଼ ରେଡ୍, ୧୫ ଲକ୍ଷରୁ ଅଧିକ ଟଙ୍କାର ଆଠ ଶହ ସିଫ୍ଟ କାଠ ଜବତ
ଢେଙ୍କିକୋଟ ସାମନ୍ତରାୟପୁରରେ ବନବିଭାଗ ସହ ପୁଲିସ ପକ୍ଷରୁ ଚଢାଉ କରାଯାଉଛି । ରେଡ୍ ସମୟରେ ୧୫ ଲକ୍ଷରୁ ଅଧିକ ଟଙ୍କାର ୮୦୦ ସିଫ୍ଟ କାଠ ଜବତ କରାଯାଇଛି ।
/kanak/media/media_files/2025/05/15/6T5WatHNHuMWcRPeN3Ld.jpg)