କନକ ବ୍ୟୁରୋ : ଠିକା କାମର ବିଲ୍ ନଦେବାରୁ ସମ୍ପତ୍ତି ଜବତ । ସମ୍ବଲପୁର ସିନିୟର ସିଭିଲ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସମ୍ପତ୍ତି ଜବତ ହୋଇଛି । ସମସ୍ତ ଅସ୍ଥାବର ସମ୍ପତ୍ତି ଜବତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନା ଅନୁସାରେ ବରଗଡ ଟୁକୁର୍ଲା ପଲିଟେକନିକ କଲେଜର ଛାତ୍ରୀ ନିବାସ ନିର୍ମାଣର ବିଲ୍ ନଦେବାରୁ ମାମଲା ରୁଜୁ କରୁଥିଲେ ଠିକାଦାର। ୨୦୧୧ରେ କାର୍ଯ୍ୟ ସରିଥିବାବେଳେ ୨୦୨୫ରେ ସୁଟ ଫାଇଲ ହୋଇଥିଲା । ୭୦ ଲକ୍ଷ ଓ ୧୮ ଲକ୍ଷ ଟଙ୍କାର ୨ଟି ବିଲ୍ ନଦେବାରୁ ଏହି ମାମଲା ହୋଇଥିଲ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us