ନିଗମାନନ୍ଦ ସମ୍ମିଳନୀରେ ବଡ଼ ଅଘଟଣ । ପୁରୀ ବାଲିଗୁଆଳିରେ ଦୁଇ ଭକ୍ତଙ୍କ ମୃତ୍ୟୁ । ଡାକ୍ତର କହିଲେ ହୃଦଘାତରେ ହୋଇଛି ପ୍ରାଣହାନୀ

Advertisment

ମୃତକ ଦୁଇଜଣ ପୁରୁଷ ବୋଲି ଜଣାପଡିଛି ।  ଜଣେ କିଛି ଖାଇନଥିଲେ ଓ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା ।  ଅନ୍ୟଜଣକ ଛାତିରେ ଷ୍ଟେଂଟ ଲାଗିଥିଲା। ପ୍ରାଥମିକ ତଦନ୍ତରୁ ଉଭୟ ହୃଦଘାତର ଶିକାର ହୋଇଥିବାର ଜଣାପଡିଛି ।  ଆଜି ସମ୍ମିଳନୀରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଏଥିରେ କିଛି ଭକ୍ତ ଅଣନିଶ୍ବାସୀ ହୋଇପଡିଥିଲେ ।

ZZeKZc

bPMPZeù Photograph: (ZðZ;)

କନକ ବ୍ୟୁରୋ : ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିବା ବେଳେ ଆଖି ବୁଜିଛନ୍ତି ଦୁଇ ଭକ୍ତ । ସ୍ବାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇପଡିବାରୁ ପୁରୀ ମୁଖ୍ୟ ଚିକିତ୍ସାଳୟ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା ।  ଆଉ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦୁଇଜଣ ପୁରୁଷ ବୋଲି ଜଣାପଡିଛି ।  ଜଣେ କିଛି ଖାଇନଥିଲେ ଓ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା ।  ଅନ୍ୟଜଣକ ଛାତିରେ ଷ୍ଟେଂଟ ଲାଗିଥିଲା। ପ୍ରାଥମିକ ତଦନ୍ତରୁ ଉଭୟ ହୃଦଘାତର ଶିକାର ହୋଇଥିବାର ଜଣାପଡିଛି ।  ଆଜି ସମ୍ମିଳନୀରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଏଥିରେ କିଛି ଭକ୍ତ ଅଣନିଶ୍ବାସୀ ହୋଇପଡିଥିଲେ । ପୁରୀ ବାଲିଗୁଆଳିରେ  ନିଗମାନନ୍ଦଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି । ଏଥିରେ ସାମିଲ ହେବାକୁ ହଜାର ହଜାର ଲୋକ  ପୁରୀ ଆସିଛନ୍ତି । ପ୍ରାୟ ୧୫ରୁ ୨୦ ହଜାର ଲୋକଙ୍କ ସମାଗମ ହୋଇଛି । ଏହାପୂର୍ବରୁ ଫେବୃଆରୀ ୨୩. ୧୯୯୭ ମସିହାରେ ବାରିପଦାରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିବାବେଳେ ଦଳଚକଟାରେ  ଶତାଧିକ ଲୋକ ପ୍ରାଣ ହରାଇଥିଲେ । ମୃତ୍ୟୁ ସଂଖ୍ୟା ୨ ଶହ ଓ ଆହତଙ୍କ ସଂଖ୍ୟା ୫ ଶହ ବୋଲି କୁହାଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe