ଆପାର୍ଟମେଣ୍ଟରେ ଖେଳାଇଲେ ଆତଙ୍କ । ଲୁଟିଲେ ୨୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ।

Advertisment

ରାଜଧାନୀରେ ମାତିଛନ୍ତି ଘର ତଡ଼ା ଗ୍ୟାଙ୍ଗ । ଜଣେ ସଫ୍ଟଓୟାର ଇଞ୍ଜିନିୟରଙ୍କ ଘରୁ ଲୁଟ ।

ରାଜଧାନୀରେ ମାତିଛନ୍ତି ଘର ତଡ଼ା ଗ୍ୟାଙ୍ଗ । ଜଣେ ସଫ୍ଟଓୟାର ଇଞ୍ଜିନିୟରଙ୍କ ଘରୁ ଲୁଟ ।

3ି୍ି

କନକ ବ୍ୟୁରୋ: ରାଜଧାନୀରେ ମାତିଛନ୍ତି ଘର ତଡ଼ା ଗ୍ୟାଙ୍ଗ ।  ଆପାର୍ଟମେଣ୍ଟରେ ଖେଳାଇଲେ ଆତଙ୍କ ।  ଲୁଟି ନେଲେ ୨୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ । ଭୁବନେଶ୍ବର ଚନ୍ଦକା ଥାନା ଅଞ୍ଚଳ ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ ରହୁଥିବା ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଘରୁ ଲୁଟ ହୋଇଛି ଓ ଅଭିଯୋଗ ପରେ ପୁଲିସ ସନ୍ଧାନୀ କୁକୁର ସହ ପୁରା ଘଟଣାର ଖୋଳତାଡ଼ ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe