କନକ ବ୍ୟୁରୋ: ରାଜଧାନୀରେ ମାତିଛନ୍ତି ଘର ତଡ଼ା ଗ୍ୟାଙ୍ଗ । ଆପାର୍ଟମେଣ୍ଟରେ ଖେଳାଇଲେ ଆତଙ୍କ । ଲୁଟି ନେଲେ ୨୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ । ଭୁବନେଶ୍ବର ଚନ୍ଦକା ଥାନା ଅଞ୍ଚଳ ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ ରହୁଥିବା ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଘରୁ ଲୁଟ ହୋଇଛି ଓ ଅଭିଯୋଗ ପରେ ପୁଲିସ ସନ୍ଧାନୀ କୁକୁର ସହ ପୁରା ଘଟଣାର ଖୋଳତାଡ଼ ଆରମ୍ଭ କରିଛି ।
ଆପାର୍ଟମେଣ୍ଟରେ ଖେଳାଇଲେ ଆତଙ୍କ । ଲୁଟିଲେ ୨୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ।
ରାଜଧାନୀରେ ମାତିଛନ୍ତି ଘର ତଡ଼ା ଗ୍ୟାଙ୍ଗ । ଜଣେ ସଫ୍ଟଓୟାର ଇଞ୍ଜିନିୟରଙ୍କ ଘରୁ ଲୁଟ ।
/kanak/media/media_files/dxAz0HNmXhcdcvFSp4kP.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)