ସ୍କୁଲ ଚାଲିଥିଲା ବେଳେ ମାରିଲା ବଜ୍ରପାତ। ସ୍କୁଲ ଘର ଛାତ ସମେତ ଆସବାବପତ୍ର କ୍ଷତିଗ୍ରସ୍ତ।

Advertisment

ସ୍କୁଲ ଚାଲିଥିଲା ବେଳେ ମାରିଲା ବଜ୍ରପାତ। ବଜ୍ରପାତରେ ସ୍କୁଲ ଘର ଛାତ ସମେତ ଆସବାବପତ୍ର କ୍ଷତିଗ୍ରସ୍ତ। ଆଠଗଡ଼ ଜିଲ୍ଲା ତୋଟାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ସ୍କୁଲ ଚାଲିଥିଲା ବେଳେ ମାରିଲା ବଜ୍ରପାତ। ବଜ୍ରପାତରେ ସ୍କୁଲ ଘର ଛାତ ସମେତ ଆସବାବପତ୍ର କ୍ଷତିଗ୍ରସ୍ତ। ଆଠଗଡ଼ ଜିଲ୍ଲା ତୋଟାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା।

thunderstorm

କନକ ବ୍ୟୁରୋ: ସ୍କୁଲ ଚାଲିଥିଲା ବେଳେ ମାରିଲା ବଜ୍ରପାତ। ବଜ୍ରପାତରେ ସ୍କୁଲ ଘର ଛାତ ସମେତ ଆସବାବପତ୍ର କ୍ଷତିଗ୍ରସ୍ତ। ଆଠଗଡ଼ ଜିଲ୍ଲା ତୋଟାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବଡ଼ କଥା ହେଉଛି, ଯେଉଁ ସମୟରେ ବଜ୍ରପାତ ମାରିଲା, ସେତିକି ବେଳେ ସ୍କୁଲ ଗୃହରେ ପାଠ ପଢ଼ୁଥିଲେ ଛାତ୍ରଛାତ୍ରୀ। ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଗୃହରେ ମାରିଛି ଏହି ବଜ୍ରପାତ। ଯେଉଁଥିରେ ସ୍କୁଲର ପାଚିକା ଆହତ ହୋଇଥିବା ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ। ଆହତ ପାଚିକାଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ବଜ୍ରପାତରେ ସ୍କୁଲ କାନ୍ଥ ଫାଟିଥିବା ବେଳେ ଏଲଇଡି ଟିଭି, ଫ୍ୟାନ୍ ଓ ଅନେକ ବୈଦ୍ୟୁତିକ ଆସବାବପତ୍ର ନଷ୍ଟ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe