ମାଓ କ୍ୟାମ୍ପରୁ ମିଳିଲା ପୁଳାପୁଳା ଟଙ୍କା । ଡିଆରଜି ଯବାନ ଓ କୋବ୍ରା ବାଟାଲିୟନର ମିଳିତ ଅପରେସନ୍

ଯବାନଙ୍କ ସର୍ଚ୍ଚ ଅପରେସନ୍ ଯୋଗୁଁ ଘଟଣାସ୍ଥଳରୁ ମାଓବାଦୀ ମାନେ ଚମ୍ପଟ ମାରିଥିଲେ । ଘଟଣାସ୍ଥଳରୁ ୮ ଲକ୍ଷ ଟଙ୍କା ଜବତ କରାଯାଇଛି । ମାଓ କାର୍ଯ୍ୟକଳାପରେ ବ୍ୟବହୃତ ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରାଯାଇଛି । ଡିଆରଜି ଯବାନ, କୋବ୍ରା ବାଟାଲିଅନର ମିଳିତ ଅପରେସନରେ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି ।  

fdsfsfsdsfddfg

କନକ ବ୍ୟୁରୋ : ଛତିଶଗଡ଼ ଗରିଆବନ୍ଧରେ ପୋଲିସ- ମାଓବାଦୀ ମୁହାଁମୁହିଁ ଘଟଣା । ମାଓ କ୍ୟାମ୍ପରୁ ମିଳିଲା ପୁଳାପୁଳା ଟଙ୍କା । ପଟରୀପାଣି ଜଙ୍ଗଲରେ ପୋଲିସ- ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯବାନଙ୍କ ସର୍ଚ୍ଚ ଅପରେସନ୍ ଯୋଗୁଁ ଘଟଣାସ୍ଥଳରୁ ମାଓବାଦୀ ମାନେ ଚମ୍ପଟ ମାରିଥିଲେ । ଘଟଣାସ୍ଥଳରୁ ୮ ଲକ୍ଷ ଟଙ୍କା ଜବତ କରାଯାଇଛି । ମାଓ କାର୍ଯ୍ୟକଳାପରେ  ବ୍ୟବହୃତ ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରାଯାଇଛି । ଡିଆରଜି ଯବାନ, କୋବ୍ରା ବାଟାଲିଅନର ମିଳିତ ଅପରେସନରେ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe