କନକ ବ୍ୟୁରୋ : ଛତିଶଗଡ଼ ଗରିଆବନ୍ଧରେ ପୋଲିସ- ମାଓବାଦୀ ମୁହାଁମୁହିଁ ଘଟଣା । ମାଓ କ୍ୟାମ୍ପରୁ ମିଳିଲା ପୁଳାପୁଳା ଟଙ୍କା । ପଟରୀପାଣି ଜଙ୍ଗଲରେ ପୋଲିସ- ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯବାନଙ୍କ ସର୍ଚ୍ଚ ଅପରେସନ୍ ଯୋଗୁଁ ଘଟଣାସ୍ଥଳରୁ ମାଓବାଦୀ ମାନେ ଚମ୍ପଟ ମାରିଥିଲେ । ଘଟଣାସ୍ଥଳରୁ ୮ ଲକ୍ଷ ଟଙ୍କା ଜବତ କରାଯାଇଛି । ମାଓ କାର୍ଯ୍ୟକଳାପରେ ବ୍ୟବହୃତ ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରାଯାଇଛି । ଡିଆରଜି ଯବାନ, କୋବ୍ରା ବାଟାଲିଅନର ମିଳିତ ଅପରେସନରେ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି ।
ମାଓ କ୍ୟାମ୍ପରୁ ମିଳିଲା ପୁଳାପୁଳା ଟଙ୍କା । ଡିଆରଜି ଯବାନ ଓ କୋବ୍ରା ବାଟାଲିୟନର ମିଳିତ ଅପରେସନ୍
ଯବାନଙ୍କ ସର୍ଚ୍ଚ ଅପରେସନ୍ ଯୋଗୁଁ ଘଟଣାସ୍ଥଳରୁ ମାଓବାଦୀ ମାନେ ଚମ୍ପଟ ମାରିଥିଲେ । ଘଟଣାସ୍ଥଳରୁ ୮ ଲକ୍ଷ ଟଙ୍କା ଜବତ କରାଯାଇଛି । ମାଓ କାର୍ଯ୍ୟକଳାପରେ ବ୍ୟବହୃତ ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରାଯାଇଛି । ଡିଆରଜି ଯବାନ, କୋବ୍ରା ବାଟାଲିଅନର ମିଳିତ ଅପରେସନରେ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି ।
/kanak/media/media_files/2025/03/21/3px3oxBnTCe16yIVApCS.jpg)