ଅନ୍‌ଲାଇନ୍ ଗେମ୍‌ରେ ଲାଗିବ ଅଙ୍କୁଶ :  ଲୋକସଭାରେ ଅନ୍‌ଲାଇନ୍ ଗେମିଂ ବିଲ-୨୦୨୫ ଆଗତ କଲେ ଅଶ୍ବିନୀ ବୈଷ୍ଣବ

Advertisment

ଲୋକସଭାରେ ଆଗତ ହେଲା ଅନ୍‌ଲାଇନ୍ ଗେମିଂ ବିଲ୍-୨୦୨୫ । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଲୋକସଭାରେ ବିଲ୍ ଆଗତ କରିଛନ୍ତି । ଅନ୍‌ଲାଇନ୍ ଗେମିଂ ବିଲ୍ ଆଇନ୍‌ରେ ପରିଣତ ହେଲେ ପ୍ରତ୍ୟେକ ଅନ୍‌ଲାଇନ୍ ଗେମ୍‌କୁ ପରିଚାଳିତ କରିବେ କେନ୍ଦ୍ର ସରକାର । 

29

କନକ ବ୍ୟୁରୋ : ଅନ୍‌ଲାଇନ୍ ଗେମ୍‌ରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା । ଲୋକସଭାରେ ଆଗତ ହେଲା ଅନ୍‌ଲାଇନ୍ ଗେମିଂ ବିଲ୍-୨୦୨୫ । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଲୋକସଭାରେ ବିଲ୍ ଆଗତ କରିଛନ୍ତି । ଅନ୍‌ଲାଇନ୍ ଗେମିଂ ବିଲ୍ ଆଇନ୍‌ରେ ପରିଣତ ହେଲେ ପ୍ରତ୍ୟେକ ଅନ୍‌ଲାଇନ୍ ଗେମ୍‌କୁ ପରିଚାଳିତ କରିବେ କେନ୍ଦ୍ର ସରକାର । 

ଗତକାଲି କେନ୍ଦ୍ର କ୍ୟାବିନେଟ୍‌ ଏହି ବିଲ୍‌କୁ ମଞ୍ଜୁରୀ ଦେଇଛନ୍ତି । ଏଥିରେ ଅନ୍‌ଲାଇନ୍ ମନି ଗେମିଂ, ବିଜ୍ଞାପନ, ଖେଳିବା ପାଇଁ ପ୍ରବର୍ତାଇଲେ ଜରିମାନା ସହ ୩ବର୍ଷ ଜେଲ୍‌ ଦଣ୍ଡାଦେଶ କରିବାକୁ ପ୍ରାବଧାନ ରହିଛି । ବିଗତ ଦିନରେ ଦେଖିବାକୁ ମିଳିଛି, ଅନ୍‌ଲାଇନ୍ ଗେମ୍‌ରେ ପଡ଼ି ଯୁବପିଢ଼ି ଭୁଲ ବାଟରେ ଯାଉଛନ୍ତି । ଏପରିକି ଅନଲାଇନ୍ ଗେମ୍ ଖେଳି ଲକ୍ଷ ଲକ୍ଷ ଟଙ୍କା ହରାଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଆଉ ଏବେ ଏହି ବିଲ୍ ପାସ୍ ହେଲେ ଅନଲାଇନ୍ ଗେଗ୍ କବଳରୁ ଛୋଟ ପିଲାଙ୍କୁ ବଞ୍ଚାଯାଇ ପାରିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe