କନକ ବ୍ୟୁରୋ: ପ୍ରବାସୀ ଭାରତୀୟ ସମ୍ମିଳନୀରେ ଓଡ଼ଶା କଳା ସଂସ୍କୃତିର ଝଲକ । ପ୍ରଭୁ ଶ୍ରୀରାମଙ୍କ କଥାକୁ ଜାଣିବେ ପ୍ରବାସୀ ଭାରତୀୟ । ସମ୍ମିଳନୀରେ ସ୍ଥାନ ପାଇଁ ଶ୍ରୀରାମ, ସୀତା ଓ ଲକ୍ଷ୍ମଣଙ୍କ ପ୍ରତିମୂର୍ତ୍ତି। ଏହାକୁ ବୁଲି ଦେଖିଛନ୍ତି ପ୍ରବାସୀ ଭାରତୀୟ । ପ୍ରବାସୀ ଭାରତୀୟ ଦେଖିବେ ମହାପ୍ରଭୁଙ୍କ ସୁନାବେଶ । ସ୍ବତନ୍ତ୍ର ଗ୍ୟାଲେରୀରେ ପ୍ରଦର୍ଶିତ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ବେଶ । ରଥଯାତ୍ରାର ପଟ୍ଟଚିତ୍ର ମଧ୍ୟ ସ୍ଥାନ ପାଇଛି। ଚିତା ଓ ଝୋଟି ମାଣବସା ଗୁରୁବାରର ଭଳି ମହାଲକ୍ଷ୍ମୀ ପୂଜା ପାଉଛନ୍ତି ।