କନକ ବ୍ୟୁରୋ: ଝାନସୀ ମହାରାଣୀ ଲକ୍ଷ୍ମୀ ବାଇ ମେଡିକାଲ କଲେଜରେ ଅଗ୍ନିକାଣ୍ଡର କାରଣ ଖୋଜା ଚାଲିଛି । ତେବେ ଏହା ଭିତରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଜଣେ ନର୍ସ ଏକ ଅମ୍ଳଜାନ ସିଲିଣ୍ଡରର ପାଇପକୁ ସଂଯୋଗ କରିବା ପାଇଁ ଏକ ଦିଆସିଲି କାଠି ଜାଳିବା ଯୋଗୁଁ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ସେପଟେ ଉତ୍ତରପ୍ରଦେଶ ସରକାର ତ୍ରିସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଝାନସୀ ଡାକ୍ତରଖାନା ଅଗ୍ନିକାଣ୍ଡ ଘଟଣାରେ ସାଂଘାତିକ ଅଭିଯୋଗ: ନର୍ସଙ୍କ ଅବହେଳା ପାଇଁ ଭୟଙ୍କର ଅଗ୍ନିକାଣ୍ଡ..
ଝାନସୀ ମହାରାଣୀ ଲକ୍ଷ୍ମୀ ବାଇ ମେଡିକାଲ କଲେଜରେ ଅଗ୍ନିକାଣ୍ଡର କାରଣ ଖୋଜା ଚାଲିଛି । ଏହା ଭିତରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଜଣେ ନର୍ସ ଏକ ଅମ୍ଳଜାନ ସିଲିଣ୍ଡରର ପାଇପକୁ ସଂଯୋଗ କରିବା ପାଇଁ ଏକ ଦିଆସିଲି କାଠି ଜାଳିବା ଯୋଗୁଁ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି ।
/kanak/media/media_files/2024/11/16/bI4TwKuO0K30tvmx5NV7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)