ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିଚୟ ଅସ୍ପଷ୍ଟ

ସେପଟେ ପ୍ରତ୍ୟକ୍ଷ ଦର୍ଶକ କହିବା କଥା ହେଉଛି ମୃତକ ଜଣଙ୍କ ସାଇକେଲରେ ଆସୁଥିବା ବେଳେ ତାଙ୍କୁ ପ୍ରଥମେ ଗୋଟେ ଟ୍ରକ ଧକା ଦେବା ଫଳରେ ସେ ତଳେ ପଡିଯାଇଥିଲେ ।

bxfdgsgrstg

କନକ ବ୍ୟୁରୋ : ପଳାଶୁଣି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କର ପରିଚୟ ମିଳିପାରି ନାହିଁ। ସେପଟେ ପ୍ରତ୍ୟକ୍ଷ ଦର୍ଶକ କହିବା କଥା ହେଉଛି ମୃତକ ଜଣଙ୍କ ସାଇକେଲରେ ଆସୁଥିବା ବେଳେ ତାଙ୍କୁ ପ୍ରଥମେ ଗୋଟେ ଟ୍ରକ ଧକା ଦେବା ଫଳରେ ସେ ତଳେ ପଡିଯାଇଥିଲେ । ପରେ ପଛରୁ ଆସୁଥିବା ଆଉ ଏକ ଟ୍ରକ ଚଢି ଯିବାରୁ ମୃତ୍ୟୁ ହୋଇଛି। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe