ଆସିକା-କୋଟିନଡା ଥାନା ଭେଟନଈ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡାଲା ଅଟୋ ଓଲଟି ୨ ମୃତ, ୧୪ ଗୁରୁତର

ମୃତକ ଦ୍ବୟ ଭେଟନଈ ଗାଁର ଗାୟତ୍ରୀ ଗୌଡ଼ ଓ ସରୋଜିନୀ ସାହୁ ବୋଲି ପରିଚୟ ମିଳିଛି । ଗାଁ ନିକଟରେ ଅନୁଷ୍ଠିତ ଏକ ଯଜ୍ଞ କାର୍ଯ୍ୟକ୍ରମ  ଦେଖି ଡାଲା ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି ।

FSDFGSDFDFDGDF

କନକ ବ୍ୟୁରୋ : ଆସିକା-କୋଟିନଡା ଥାନା ଅନ୍ତର୍ଗତ ଭେଟନଈ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଡାଲା ଅଟୋ ଓଲଟି ୨ମୃତ, ୧୪ ଗୁରୁତର । ସମସ୍ତ ଗୁରୁତର ମାନଙ୍କୁ ଆସ୍କା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକ ଦ୍ବୟ ଭେଟନଈ ଗାଁର ଗାୟତ୍ରୀ ଗୌଡ଼ ଓ ସରୋଜିନୀ ସାହୁ ବୋଲି ପରିଚୟ ମିଳିଛି । ଗାଁ ନିକଟରେ ଅନୁଷ୍ଠିତ ଏକ ଯଜ୍ଞ କାର୍ଯ୍ୟକ୍ରମ  ଦେଖି ଡାଲା ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ଆସ୍କା ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe