ସଇତାନ ସାଜିଲା ଜନ୍ମ କଲା ପୁଅ : ଟାଙ୍ଗିଆରେ ହାଣି ବୁଢ଼ା ବାପାକୁ କଲା ହତ୍ୟା

Advertisment

ପୁଣି ସଂପର୍କ ରେ ରକ୍ତ ର ଛିଟା। ସଇତାନ ସାଜିଲା ଜନ୍ମ କଲା ପୁଆ। ଟାଙ୍ଗିଆରେ ହାଣି ବୁଢ଼ା ବାପାକୁ କଲା ନିର୍ମମ ହତ୍ୟା। ଗଞ୍ଜାମ ଜିଲ୍ଲା ସେରଗଡ଼ ଥାନା, ତାକରଡା ଗାଁରେ ଘଟିଛି ଅଭାବନୀୟ ଘଟଣା

ପୁଣି ସଂପର୍କ ରେ ରକ୍ତ ର ଛିଟା। ସଇତାନ ସାଜିଲା ଜନ୍ମ କଲା ପୁଆ। ଟାଙ୍ଗିଆରେ ହାଣି ବୁଢ଼ା ବାପାକୁ କଲା ନିର୍ମମ ହତ୍ୟା। ଗଞ୍ଜାମ ଜିଲ୍ଲା ସେରଗଡ଼ ଥାନା, ତାକରଡା ଗାଁରେ ଘଟିଛି ଅଭାବନୀୟ ଘଟଣା

ganjam

Photograph: (KanakNews )

କନକବ୍ୟୁରୋ : ପୁଣି ସଂପର୍କ ରେ ରକ୍ତ ର ଛିଟା। ସଇତାନ ସାଜିଲା ଜନ୍ମ କଲା ପୁଆ। ଟାଙ୍ଗିଆରେ ହାଣି ବୁଢ଼ା ବାପାକୁ କଲା ନିର୍ମମ ହତ୍ୟା। ଗଞ୍ଜାମ ଜିଲ୍ଲା ସେରଗଡ଼ ଥାନା, ତାକରଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ପାରିବାରିକ କଳହରୁ ବୃଦ୍ଧ ବାପାକୁ ପୁଅ ହତ୍ୟା କରିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ୬୧ବର୍ଷୀୟ ତାରିଣୀ ମଳିକ। ଘଟଣା ସ୍ଥଳରେ ପୋଲିସ ପହଁଚି ମୃତ ଦେହ ଜବତ କରି ଅଧିକ ତଦନ୍ତ କରୁଛି । ହତ୍ୟା କାରି ପୁଅକୁ ଅଟକ ରଖିଛି ପୋଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe