ରାଜଧାନୀରେ ଝୁଲନ୍ତା ମୃତଦେହ ଉଦ୍ଧାର: ଅଟଳା ସ୍ଥିତ ଗ୍ୟାସ ଦୋକାନ ପାଖରେ ଗାମୁଛା ଲଗା ମୃତଦେହ ଜବତ

Advertisment

ରାଜଧାନୀରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଅଟଳା ଅଞ୍ଚଳରେ ଥିବା ଏକ ଗ୍ୟାସ ଦୋକାନ ପାଖରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟା ସନ୍ଦେହରେ ପାହାଳ ପୁଲିସ ତଦନ୍ତ କରୁଛି ।

ରାଜଧାନୀରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଅଟଳା ଅଞ୍ଚଳରେ ଥିବା ଏକ ଗ୍ୟାସ ଦୋକାନ ପାଖରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟା ସନ୍ଦେହରେ ପାହାଳ ପୁଲିସ ତଦନ୍ତ କରୁଛି ।

suicide--

କନକ ବ୍ୟୁରୋ: ରାଜଧାନୀରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଅଟଳା ଅଞ୍ଚଳରେ ଥିବା ଏକ ଗ୍ୟାସ ଦୋକାନ ପାଖରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟା ସନ୍ଦେହରେ ପାହାଳ ପୁଲିସ ତଦନ୍ତ କରୁଛି । ଯୁବକଙ୍କ ବେକରେ ଗାମୁଛା ଲାଗିଥିବା ଦେଖିବାକୁ ମିଳିଛି ଓ ମୃତଦେହକୁ ତଳକୁ ଓହ୍ଲାଇ ତଦନ୍ତ କରୁଛି ପୋଲିସ । କେହି ମାରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ପରିଚୟ ଖୋଜିବା ଆରମ୍ଭ କରିଛି ଓ ବ୍ୟକ୍ତି ଜଣଙ୍କ କିଏ, କେଉଁଠୁ ଆସିଲେ, କେମିତି ଝୁଲିଲେ ସେନେଇ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି ହୋଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe