କନକ ବ୍ୟୁରୋ: ରାଜଧାନୀରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଅଟଳା ଅଞ୍ଚଳରେ ଥିବା ଏକ ଗ୍ୟାସ ଦୋକାନ ପାଖରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟା ସନ୍ଦେହରେ ପାହାଳ ପୁଲିସ ତଦନ୍ତ କରୁଛି । ଯୁବକଙ୍କ ବେକରେ ଗାମୁଛା ଲାଗିଥିବା ଦେଖିବାକୁ ମିଳିଛି ଓ ମୃତଦେହକୁ ତଳକୁ ଓହ୍ଲାଇ ତଦନ୍ତ କରୁଛି ପୋଲିସ । କେହି ମାରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ପରିଚୟ ଖୋଜିବା ଆରମ୍ଭ କରିଛି ଓ ବ୍ୟକ୍ତି ଜଣଙ୍କ କିଏ, କେଉଁଠୁ ଆସିଲେ, କେମିତି ଝୁଲିଲେ ସେନେଇ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି ହୋଇଛି ।
ରାଜଧାନୀରେ ଝୁଲନ୍ତା ମୃତଦେହ ଉଦ୍ଧାର: ଅଟଳା ସ୍ଥିତ ଗ୍ୟାସ ଦୋକାନ ପାଖରେ ଗାମୁଛା ଲଗା ମୃତଦେହ ଜବତ
ରାଜଧାନୀରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଅଟଳା ଅଞ୍ଚଳରେ ଥିବା ଏକ ଗ୍ୟାସ ଦୋକାନ ପାଖରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟା ସନ୍ଦେହରେ ପାହାଳ ପୁଲିସ ତଦନ୍ତ କରୁଛି ।
/kanak/media/media_files/2025/01/31/H5sr0gyHqFsE2JZgt5Kb.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)