ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି । ଆଗକୁ ନେଇପାରେ ଲଘୁଚାପର ରୂପ । ବାତ୍ୟା ଭୟ ନଥିବା ଆଇଏମଡି ଡିଜିଙ୍କ ସୂଚନା

Advertisment

ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏବେ ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଗକୁ ଏହା ଲଘୁଚାପର ରୂପ ନେବାପରେ ବାତ୍ୟା ଭୟ ଦେଖାଦେିଛି । ତେବେ ଓଡିଶା ପ୍ରତି ବାତ୍ୟା ଭୟ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ।  

\iòòiò

କନକ ବ୍ୟୁରୋ : ଅକ୍ଟୋବରର ସାଧାରଣତଃ ଓଡ଼ିଶା ଉପରେ ବାତ୍ୟା ଭୟ ଥାଏ । ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏବେ ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଗକୁ ଏହା ଲଘୁଚାପର ରୂପ ନେବାପରେ ବାତ୍ୟା ଭୟ ଦେଖାଦେିଛି । ତେବେ ଓଡିଶା ପ୍ରତି ବାତ୍ୟା ଭୟ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe