କନକ ବ୍ୟୁରୋ : ଅକ୍ଟୋବରର ସାଧାରଣତଃ ଓଡ଼ିଶା ଉପରେ ବାତ୍ୟା ଭୟ ଥାଏ । ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏବେ ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଗକୁ ଏହା ଲଘୁଚାପର ରୂପ ନେବାପରେ ବାତ୍ୟା ଭୟ ଦେଖାଦେିଛି । ତେବେ ଓଡିଶା ପ୍ରତି ବାତ୍ୟା ଭୟ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ।