ରାଜଧାନୀରେ ଉପରମୁହାଁ ଅପରାଧ : ବିଳମ୍ବିତ ରାତିରେ ଜାଳିଦେଲେ ବାଇକ , ସିସିଟିଭିରେ ଭିଜୁଆଲ କଏଦ୍

ରାଜଧାନୀରେ ଉପରମୁହାଁ ଅପରାଧ । ଭୁବନେଶ୍ବର ଏୟାରପୋର୍ଟ ନୂଆ ରୋଡ଼ରେ ଦୁର୍ବୃତ୍ତମାନେ ଆତଙ୍କରାଜ ଚଳାଇଛନ୍ତି । ବିଳମ୍ବିତ ରାତିରେ ଏକ ଡ୍ରେସ ଦୋକାନରେ ଲଗାଇ ଦେଇଛନ୍ତି ନିଆଁ

bhubaneswar67

Photograph: (kanaknews)

କନକବ୍ୟୁରୋ : ରାଜଧାନୀରେ ଉପରମୁହାଁ ଅପରାଧ । ଭୁବନେଶ୍ବର ଏୟାରପୋର୍ଟ ନୂଆ ରୋଡ଼ରେ ଦୁର୍ବୃତ୍ତମାନେ ଆତଙ୍କରାଜ ଚଳାଇଛନ୍ତି । ବିଳମ୍ବିତ ରାତିରେ ଏକ ଡ୍ରେସ ଦୋକାନରେ ଲଗାଇ ଦେଇଛନ୍ତି ନିଆଁ ।  ପେଟ୍ରୋଲ ପକାଇ ଦୋକାନ ସାମ୍ନାରେ ଥିବା ଗୋଟିଏ ବାଇକ୍ ଜାଳିଦେଇଛନ୍ତି । ସିସିଟିଭିରେ ଭିଜୁଆଲ କଏଦ୍ ହୋଇଛି । ଅଭିଯୁକ୍ତମାନେ ସ୍ଥାନୀୟ ବସ୍ତି ଅଞ୍ଚଳର ବୋଲି ଜଣାପଡିଛି ।  ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ଛାନଭିନ୍ କରୁଛି । ପୁଲିସ ଜଣଙ୍କୁ ଅଟକ ରଖିଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe