ରାଉରକେଲା ବିଶ୍ରାରୁ ନକଲି ମୋବିଲ କାରଖାନା ଠାବ । ୪ ହଜାର ଲିଟର ନକଲି ମୋବିଲ ଜବତ

ସେଠାରୁ ୪ ହଜାର ଲିଟର ନକଲି ମୋବିଲ୍ ଏବଂ ଅନେକ ଖାଲି ବୋତଲ ଜବତ ହୋଇଛି । ବିଭିନ୍ନ ନାମୀଦାମୀ କମ୍ପାନୀର ଲୋଗୋ ଓ ପ୍ୟାକେଟକୁ କପି କରି ଏଠାରେ ନକଲି ମୋବିଲ୍ ତିଆରି ଚାଲିଥିଲା

fdgdgfdgdgdfg

କନକ ବ୍ୟୁରୋ : ରାଉରକେଲାରେ ନକଲି ମୋବିଲ  କାରଖାନା। ରାଉରକେଲା ବିଶ୍ରା ଅଞ୍ଚଳରେ ନକଲି ମୋବିଲ୍ କାରଖାନା ଠାବ କରିଛି ପୁଲିସ। ବିଶ୍ରା ଥାନା ଅଞ୍ଚଳରେ ଏକ ଭଡ଼ା ଘରେ ଚାଲିଥିଲା କମ୍ପାନୀ। ସେଠାରୁ ୪ ହଜାର ଲିଟର ନକଲି ମୋବିଲ୍ ଏବଂ ଅନେକ ଖାଲି ବୋତଲ ଜବତ ହୋଇଛି । ବିଭିନ୍ନ ନାମୀଦାମୀ କମ୍ପାନୀର ଲୋଗୋ ଓ ପ୍ୟାକେଟକୁ କପି କରି ଏଠାରେ ନକଲି ମୋବିଲ୍ ତିଆରି ଚାଲିଥିଲା । ନକଲି ଇଞ୍ଜନ ଅଏଲ୍ ତିଆରି କରିବା ଅଭିଯୋଗରେ ଜଣକୁ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe