ମିଠା ଦେଇ ଫସିଲେ ବାବୁ: ବରଗଡ ଜିଲ୍ଲାପାଳଙ୍କୁ ମିଠା ପକେଟରେ ୨ ଲକ୍ଷ ଟଙ୍କା ଲାଂଚ ଦେଇ ଫସିଲେ ସିମେଂଟ କମ୍ପାନୀର ଅଧିକାରୀ

Advertisment

ସମ୍ବଲପୁର ଭିଜିଲାନ୍ସ ଦ୍ୱାରା ବରଗଡରେ ଏକ ସିଂମେଟ କମ୍ପାନୀର ଜଣେ ଅଧିକାରୀ ରାମଭବ ଗଟୁ ଗିରଫ ହୋଇଛନ୍ତି । ବରଗଡ଼ ଜ଼ିଲ୍ଲାପାଳଙ୍କୁ ମିଠା ପେକେଟ ରେ ଟଙ୍କା ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି  ।

ସମ୍ବଲପୁର ଭିଜିଲାନ୍ସ ଦ୍ୱାରା ବରଗଡରେ ଏକ ସିଂମେଟ କମ୍ପାନୀର ଜଣେ ଅଧିକାରୀ ରାମଭବ ଗଟୁ ଗିରଫ ହୋଇଛନ୍ତି । ବରଗଡ଼ ଜ଼ିଲ୍ଲାପାଳଙ୍କୁ ମିଠା ପେକେଟ ରେ ଟଙ୍କା ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି  ।

wdw

କନକ ବ୍ୟୁରୋ: ସମ୍ବଲପୁର ଭିଜିଲାନ୍ସ ଦ୍ୱାରା ବରଗଡରେ ଏକ ସିଂମେଟ କମ୍ପାନୀର ଜଣେ ଅଧିକାରୀ ରାମଭବ ଗଟୁ ଗିରଫ ହୋଇଛନ୍ତି । ବରଗଡ଼ ଜ଼ିଲ୍ଲାପାଳଙ୍କୁ ମିଠା ପେକେଟ ରେ ଟଙ୍କା ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି  । ସମ୍ବଲପୁର ଭିଜିଲାନ୍ସ କାର୍ୟ୍ୟାଳୟ କୁ ଆଣି ପଚରା ଉଚରା କରାଯାଉଛି । ବରଗଡ଼ ଜ଼ିଲ୍ଲାପାଳଙ୍କୁ ମିଠା ପକେଟରେ ଟଙ୍କା ଦେବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ସମ୍ବଲପୁର ଭିଜିଲାନ୍ସ କାର୍ୟ୍ୟାଳୟ କୁ ଆଣି ପଚରା ଉଚରା ଜାରି ରହିଛି ।  ଜିଲ୍ଲାପାଳଙ୍କ ସନ୍ଦେହ ହେବାରୁ ସେ ପକେଟକୁ ଖୋଲିଥିଲେ  ଏଥିରେ ୨ ଲକ୍ଷ ଟଙ୍କା ଥିଲା । ଏହାପରେ ଜିଲ୍ଲାପାଳ ସମ୍ବଲପୁର ଭିଜିଲାନ୍ସକୁ ଜଣାଇଥିଲେ । ଭିଜିଲାନ୍ସର ଅଧିକାରୀ ଟଙ୍କା ଜବତ କରିଲା ସହ ସଂପୃକ୍ତ ଅଧିକାରୀଙ୍କୁ ଗିରଫ କରିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe