କନକ ବ୍ୟୁରୋ: ସମ୍ବଲପୁର ଭିଜିଲାନ୍ସ ଦ୍ୱାରା ବରଗଡରେ ଏକ ସିଂମେଟ କମ୍ପାନୀର ଜଣେ ଅଧିକାରୀ ରାମଭବ ଗଟୁ ଗିରଫ ହୋଇଛନ୍ତି । ବରଗଡ଼ ଜ଼ିଲ୍ଲାପାଳଙ୍କୁ ମିଠା ପେକେଟ ରେ ଟଙ୍କା ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସମ୍ବଲପୁର ଭିଜିଲାନ୍ସ କାର୍ୟ୍ୟାଳୟ କୁ ଆଣି ପଚରା ଉଚରା କରାଯାଉଛି । ବରଗଡ଼ ଜ଼ିଲ୍ଲାପାଳଙ୍କୁ ମିଠା ପକେଟରେ ଟଙ୍କା ଦେବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ସମ୍ବଲପୁର ଭିଜିଲାନ୍ସ କାର୍ୟ୍ୟାଳୟ କୁ ଆଣି ପଚରା ଉଚରା ଜାରି ରହିଛି । ଜିଲ୍ଲାପାଳଙ୍କ ସନ୍ଦେହ ହେବାରୁ ସେ ପକେଟକୁ ଖୋଲିଥିଲେ ଏଥିରେ ୨ ଲକ୍ଷ ଟଙ୍କା ଥିଲା । ଏହାପରେ ଜିଲ୍ଲାପାଳ ସମ୍ବଲପୁର ଭିଜିଲାନ୍ସକୁ ଜଣାଇଥିଲେ । ଭିଜିଲାନ୍ସର ଅଧିକାରୀ ଟଙ୍କା ଜବତ କରିଲା ସହ ସଂପୃକ୍ତ ଅଧିକାରୀଙ୍କୁ ଗିରଫ କରିଛନ୍ତି ।
ମିଠା ଦେଇ ଫସିଲେ ବାବୁ: ବରଗଡ ଜିଲ୍ଲାପାଳଙ୍କୁ ମିଠା ପକେଟରେ ୨ ଲକ୍ଷ ଟଙ୍କା ଲାଂଚ ଦେଇ ଫସିଲେ ସିମେଂଟ କମ୍ପାନୀର ଅଧିକାରୀ
ସମ୍ବଲପୁର ଭିଜିଲାନ୍ସ ଦ୍ୱାରା ବରଗଡରେ ଏକ ସିଂମେଟ କମ୍ପାନୀର ଜଣେ ଅଧିକାରୀ ରାମଭବ ଗଟୁ ଗିରଫ ହୋଇଛନ୍ତି । ବରଗଡ଼ ଜ଼ିଲ୍ଲାପାଳଙ୍କୁ ମିଠା ପେକେଟ ରେ ଟଙ୍କା ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।
/kanak/media/media_files/IrfE4bh9y4dAhe5C4jah.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)