୨୪ ଘଣ୍ଟାରେ ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ହୋଇପାରେ ଅସ୍ତ୍ରବିରତି ବିରାମ । ଇସ୍ରାଏଲ କ୍ୟାବିନେଟ ଭୋଟିଂରେ କିଛି ସାଂସଦଙ୍କ ବିରୋଧ

ଅନ୍ୟପଟେ ତାଙ୍କରି କ୍ୟାବିନେଟ ମନ୍ତ୍ରୀ ଏହାକୁ ବିରୋଧ କରୁଛନ୍ତି । ଏହା ଭିତରେ ଆଜି ପଡିବ ଭୋଟ । ଯଦି ସବୁ କିଛି ଠିକ ରୁହେ ତେବେ ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଅସ୍ତ୍ରବିରତି ବିରାମ ଲାଗିପାରେ ।

grtgrg

କନକ ବ୍ୟୁରୋ : ୬୦ଦିନ ପରେ ଅସ୍ତ୍ରବିରତି ବିରାମ ଲାଗିବା ନେଇ ସମ୍ଭାବନା ଦେଖାଦେଇଛି । ଏନେଇ ଆଜି ଇସ୍ରାଏଲ କ୍ୟାବିନେଟରେ ଭୋଟ ହେବ । ସୂଚନା ଅନୁସାରେ କିଛି ସହଯୋଗୀ ଦେଶଙ୍କ ଅନୁରୋଧ ଓ ଚାପ ପାଇଁ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ ଅସ୍ତ୍ରବିରତି ବିରାମ ପାଇଁ ଚିନ୍ତା କରୁଛନ୍ତି ।  ଅନ୍ୟପଟେ ତାଙ୍କରି କ୍ୟାବିନେଟ ମନ୍ତ୍ରୀ ଏହାକୁ ବିରୋଧ କରୁଛନ୍ତି । ଏହା ଭିତରେ ଆଜି ପଡିବ ଭୋଟ । ଯଦି ସବୁ କିଛି ଠିକ ରୁହେ ତେବେ ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଅସ୍ତ୍ରବିରତି ବିରାମ ଲାଗିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe