କନକ ବ୍ୟୁରୋ: କୋରାପୁଟ ଜିଲ୍ଲାକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ ମାଷ୍ଟର ପ୍ଳାନ ହୋଇଛି । ଯାହା ଫଳରେ ପଛୁଆ ଜିଲ୍ଲାର ଚିତ୍ର ବଦଳିବ । କୋରାପୁଟରେ ହେବ ଟୁଲସ ତାଲିମ କେନ୍ଦ୍ର । ଏମଏସଏମଇ ବିଭାଗ ଦ୍ୱାରା କୋରାପୁଟ ମେଡିକାଲ କଲେଜ ଅଡିଟୋରିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକମ୍ରରେ ଏଭଳି ଘୋଷଣା ଜିଲ୍ଲାବାସୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି ।
ପ୍ରଧାନମନ୍ତ୍ରୀଙ୍କ ଫୋକସରେ ରହିଛି ଆକାକ୍ଷାଂ ଜିଲ୍ଲା କୋରାପୁଟ ସମେତ ୫ଟି ଜିଲ୍ଲା । କେନ୍ଦ୍ରମନ୍ତ୍ରୀ କରାଣ୍ଡ ଲାଜେ କହିଛନ୍ତି ଏହି ଏମଏସଏଇ ମାଧ୍ୟମରେ ଯୁବ ଉଦ୍ୟୋଗୀ ସୃଷ୍ଟି କରି ନିଯୁକ୍ତି ଦାତାରେ ରୂପାନ୍ତର କରିହେବ । ସେଥିପାଇଁ ରୋଡ୍ ମ୍ୟାପ ପ୍ରସ୍ତୁତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/15/koraput-2025-07-15-23-07-34.jpg)