ଉତ୍ତରପ୍ରଦେଶ ମେରଠର ଜାକିର କଲୋନୀରେ ଭୁଶୁଡ଼ିଲା ୩ମହଲା କୋଠା: ଉଦ୍ଧାର ହୋଇଥିବା ୧୫ଜଣଙ୍କ ମଧ୍ୟରୁ ୧୦ଜଣଙ୍କ ମୃତ୍ୟୁ

Advertisment

କୋଠା ଭୁଶୁଡ଼ି ୯ଜଣଙ୍କର ମୃତ୍ୟୁ। ଉତ୍ତରପ୍ରଦେଶ ମେରଠରେ ଜାକିର କଲୋନୀରେ ଥିବା ଏକ କୋଠା ଭୁଶୁଡ଼ି ପଡ଼ିବାରୁ ୯ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାର କରାଯାଇଥିବା ୧୪ଜଣଙ୍କ ମଧ୍ୟରୁ ୯ଜଣ ପ୍ରାଣ ହରାଇଛନ୍ତି।

କୋଠା ଭୁଶୁଡ଼ି ୯ଜଣଙ୍କର ମୃତ୍ୟୁ। ଉତ୍ତରପ୍ରଦେଶ ମେରଠରେ ଜାକିର କଲୋନୀରେ ଥିବା ଏକ କୋଠା ଭୁଶୁଡ଼ି ପଡ଼ିବାରୁ ୯ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାର କରାଯାଇଥିବା ୧୪ଜଣଙ୍କ ମଧ୍ୟରୁ ୯ଜଣ ପ୍ରାଣ ହରାଇଛନ୍ତି।

sds

କନକ ବ୍ୟୁରୋ: କୋଠା ଭୁଶୁଡ଼ି ୯ଜଣଙ୍କର ମୃତ୍ୟୁ। ଉତ୍ତରପ୍ରଦେଶ ମେରଠରେ ଜାକିର କଲୋନୀରେ ଥିବା ଏକ କୋଠା ଭୁଶୁଡ଼ି ପଡ଼ିବାରୁ ୯ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାର କରାଯାଇଥିବା ୧୪ଜଣଙ୍କ ମଧ୍ୟରୁ ୯ଜଣ ପ୍ରାଣ ହରାଇଛନ୍ତି। ଏବେବି ଅନେକ ଫସିରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାର୍ଯ୍ୟରେ ଏସଡିଆରଏଫ ଓ ଏନଡିଆରଏଫ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe