ବୋରୱେଲରେ ୨ ବର୍ଷର ଶିଶୁ । ଖେଳୁଥିବା ବେଳେ ୩୫ ଫୁଟର ବୋରୱେଲରେ ଫସିଲା କୁନିଝିଅ

Advertisment

ରାଜସ୍ଥାନ ଯୋଧପୁରରେ ଅଘଟଣ, ଖେଳୁଥିବା ସମୟରେ ୩୫ ଫୁଟ ଗଭୀର ବୋରୱେଲରେ ଖସିପଡ଼ିଲା ଅଢେଇ ବର୍ଷର କୁନିଝିଅ । ଚାଲିଛି ଉଦ୍ଧାର କାର୍ୟ୍ୟ, ଶିଶୁକୁ ଉଦ୍ଧାର ପାଇଁ ରାତି ତମାମ ରେସ୍କ୍ୟୁ ଅପରେସନ ଜାରି ରଖିଛି ଏସଡିଆରଏଫ ଓ ଏନଡିଆରଏଫ ଟିମ୍ ।

ରାଜସ୍ଥାନ ଯୋଧପୁରରେ ଅଘଟଣ, ଖେଳୁଥିବା ସମୟରେ ୩୫ ଫୁଟ ଗଭୀର ବୋରୱେଲରେ ଖସିପଡ଼ିଲା ଅଢେଇ ବର୍ଷର କୁନିଝିଅ । ଚାଲିଛି ଉଦ୍ଧାର କାର୍ୟ୍ୟ, ଶିଶୁକୁ ଉଦ୍ଧାର ପାଇଁ ରାତି ତମାମ ରେସ୍କ୍ୟୁ ଅପରେସନ ଜାରି ରଖିଛି ଏସଡିଆରଏଫ ଓ ଏନଡିଆରଏଫ ଟିମ୍ ।

borewell

କନକ ବ୍ୟୁରୋ : ରାଜସ୍ଥାନ ଯୋଧପୁରରେ ଅଘଟଣ, ଖେଳୁଥିବା ସମୟରେ ୩୫ ଫୁଟ ଗଭୀର ବୋରୱେଲରେ ଖସିପଡ଼ିଲା ଅଢେଇ ବର୍ଷର କୁନିଝିଅ । ଚାଲିଛି ଉଦ୍ଧାର କାର୍ଯ୍ୟ, ଶିଶୁକୁ ଉଦ୍ଧାର ପାଇଁ ରାତି ତମାମ ରେସ୍କ୍ୟୁ ଅପରେସନ ଜାରି ରଖିଛି ଏସଡିଆରଏଫ ଓ ଏନଡିଆରଏଫ ଟିମ୍ । ବୋରୱେଲରେ ଫସିରହିଥିବା ଶିଶୁଟି ପାଖକୁ ପାଇପ ମାଧ୍ୟମରେ ଅକ୍ସିଜେନ ପଠାଯାଇଛି ।

ସ୍ବତନ୍ତ୍ର କ୍ୟାମେରା ଜରିଆରେ ଶିଶୁଟିର ଗତିବିଧି ଉପରେ ନଜର ରଖିଛି ଉଦ୍ଧାରକାରୀ ଦଳ । ଶିଶୁଟି ହଲଚଲ ହେଉଥିବା ଏହି କ୍ୟାମେରାର ଦୃଶ୍ୟରେ ଦେଖିବାକୁ ମିଳିଛି । ଉଦ୍ଧାରକାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଶିଶୁଟିକୁ ଖୁବଶୀଘ୍ର ଜୀବନ୍ତ ଭାବେ ଉଦ୍ଧାର କରାଯିବ ବୋଲି ଅଧିକାରୀ ମାନେ କହିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe