କନକ ବ୍ୟୁରୋ: ଅପରେସନ ଗ୍ରୀନ କ୍ଲିନରେ ବଡ଼ କାର୍ଯ୍ୟାନୁଷ୍ଠାନ । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ଓ ଅନ୍ତରବା ଗ୍ରାମ ପଞ୍ଚାୟତରେ ଥିବା ହାଚିପଙ୍କା ଓ କଣ୍ଟାପଦର ଗାଁ ନିକଟସ୍ଥ ବେଆଇନ ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ହୋଇଥିବା ବିଶେଷ ସୂତ୍ରରୁ ଖବର ପାଇଥିଲେ। ଯାହା ଫଳରେ ଗଜପତି ପୋଲିସ୍, ଅବକାରୀ ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ଉକ୍ତ ଜଙ୍ଗଲରେ ଆଜି ମିଳିତ ଚଢ଼ାଉ କରିଥିଲା। ଚଢାଉରେ ୪୫ ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ପାଖାପାଖି ୯୦ହଜାର ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ୯ କୋଟି ଟଙ୍କା ହେବ ବୋଲି ଗଜପତି ପୋଲିସ୍ ପକ୍ଷରୁ ସୂଚନା।
ଅପରେସନ ଗ୍ରୀନ କ୍ଲିନରେ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ନଷ୍ଟ କରାଗଲା ୯୦ ହଜାର ଗଞ୍ଜେଇ ଗଛ
ଅପରେସନ ଗ୍ରୀନ କ୍ଲିନରେ ବଡ଼ କାର୍ଯ୍ୟାନୁଷ୍ଠାନ । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ଓ ଅନ୍ତରବା ଗ୍ରାମ ପଞ୍ଚାୟତରେ ଥିବା ହାଚିପଙ୍କା ଓ କଣ୍ଟାପଦର ଗାଁ ନିକଟସ୍ଥ ବେଆଇନ ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ହୋଇଥିବା ବିଶେଷ ସୂତ୍ରରୁ ଖବର ପାଇଥିଲେ।
/kanak/media/media_files/2024/11/28/WcVfAiVLR9Nc5KPU6izj.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)