ପୁଣି ବିମାନକୁ ବମରେ ଉଡାଇବାକୁ ଧମକ ।  ଆସୁଛି ଧମକପୂର୍ଣ୍ଣ କଲ୍ ଓ ମେସେଜ୍ ।

Advertisment

ଲଗାତାର ଭାବେ ଭାରତୀୟ ବିମାନଗୁଡିକୁ ବୋମା ଥିବା ନେଇ ଆସୁଛି ଧମକପୂର୍ଣ୍ଣ କଲ୍ ଓ ମେସେଜ୍ । ମଙ୍ଗଳବାରୁ ପୁଣି ୧୦ଟି ବିମାନକୁ ବୋମା ଧମକ ମିଳିଛି । 

ଲଗାତାର ଭାବେ ଭାରତୀୟ ବିମାନଗୁଡିକୁ ବୋମା ଥିବା ନେଇ ଆସୁଛି ଧମକପୂର୍ଣ୍ଣ କଲ୍ ଓ ମେସେଜ୍ । ମଙ୍ଗଳବାରୁ ପୁଣି ୧୦ଟି ବିମାନକୁ ବୋମା ଧମକ ମିଳିଛି । 

Flight-----

କନକ ବ୍ୟୁରୋ: ବିମାନ ଉଡାଇବାକୁ  ପୁଣି ଧମକ ।  ଲଗାତାର ଭାବେ ଭାରତୀୟ ବିମାନଗୁଡିକୁ ବୋମା ଥିବା ନେଇ ଆସୁଛି ଧମକପୂର୍ଣ୍ଣ କଲ୍ ଓ ମେସେଜ୍ । ମଙ୍ଗଳବାରୁ ପୁଣି ୧୦ଟି ବିମାନକୁ ବୋମା ଧମକ ମିଳିଛି। ଇଣ୍ଡିଗୋ, ଭିସ୍ତାରା ଏବଂ ଏୟାର ଇଣ୍ଡିଆ ବିମାନକୁ ବୋମା ଥିବା ନେଇ ଧମକ ମିଳିଛି । ଏହାକୁ ମିଶାଇଲେ ସପ୍ତାହେ ମଧ୍ୟରେ ୧୩୦ରୁ ଅଧିକ ବିମାନକୁ ବୋମା ଧମକ ମିଳିସାରିଲାଣି । ବୋମା ଧମକ ମିଳିଥିବା ବିମାନ ମଧ୍ୟରୁ ସର୍ବାଧିକ ବିଦେଶ ଯାତ୍ରା କରିବାକୁ ଥିବା ବିମାନ ରହିଛି । ଏହାକୁ ନେଇ ବିମାନ କମ୍ପାନୀ କୋଟି କୋଟି ଟଙ୍କା କ୍ଷତିରେ ପଡ଼ୁ ଥିବାବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଚିନ୍ତା ବଢିଛି ।  ଏପରି ଅପରାଧକୁ ରୋକିବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ଆଲୋଚନା ପର୍ୟ୍ୟାଲୋଚନା ଚାଲି ଥିବାବେଳେ ବାରମ୍ବାର ଧମକ ଏବେ ଚିନ୍ତା ବଢାଇଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe