କନକ ବ୍ୟୁରୋ: ବିମାନ ଉଡାଇବାକୁ ପୁଣି ଧମକ । ଲଗାତାର ଭାବେ ଭାରତୀୟ ବିମାନଗୁଡିକୁ ବୋମା ଥିବା ନେଇ ଆସୁଛି ଧମକପୂର୍ଣ୍ଣ କଲ୍ ଓ ମେସେଜ୍ । ମଙ୍ଗଳବାରୁ ପୁଣି ୧୦ଟି ବିମାନକୁ ବୋମା ଧମକ ମିଳିଛି। ଇଣ୍ଡିଗୋ, ଭିସ୍ତାରା ଏବଂ ଏୟାର ଇଣ୍ଡିଆ ବିମାନକୁ ବୋମା ଥିବା ନେଇ ଧମକ ମିଳିଛି । ଏହାକୁ ମିଶାଇଲେ ସପ୍ତାହେ ମଧ୍ୟରେ ୧୩୦ରୁ ଅଧିକ ବିମାନକୁ ବୋମା ଧମକ ମିଳିସାରିଲାଣି । ବୋମା ଧମକ ମିଳିଥିବା ବିମାନ ମଧ୍ୟରୁ ସର୍ବାଧିକ ବିଦେଶ ଯାତ୍ରା କରିବାକୁ ଥିବା ବିମାନ ରହିଛି । ଏହାକୁ ନେଇ ବିମାନ କମ୍ପାନୀ କୋଟି କୋଟି ଟଙ୍କା କ୍ଷତିରେ ପଡ଼ୁ ଥିବାବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଚିନ୍ତା ବଢିଛି । ଏପରି ଅପରାଧକୁ ରୋକିବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ଆଲୋଚନା ପର୍ୟ୍ୟାଲୋଚନା ଚାଲି ଥିବାବେଳେ ବାରମ୍ବାର ଧମକ ଏବେ ଚିନ୍ତା ବଢାଇଛି ।
ପୁଣି ବିମାନକୁ ବମରେ ଉଡାଇବାକୁ ଧମକ । ଆସୁଛି ଧମକପୂର୍ଣ୍ଣ କଲ୍ ଓ ମେସେଜ୍ ।
ଲଗାତାର ଭାବେ ଭାରତୀୟ ବିମାନଗୁଡିକୁ ବୋମା ଥିବା ନେଇ ଆସୁଛି ଧମକପୂର୍ଣ୍ଣ କଲ୍ ଓ ମେସେଜ୍ । ମଙ୍ଗଳବାରୁ ପୁଣି ୧୦ଟି ବିମାନକୁ ବୋମା ଧମକ ମିଳିଛି ।
/kanak/media/media_files/2024/10/22/kYhr9iM1Btvzn5eAaTWs.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)