କନକ ବ୍ୟରୋ: ସିରିଆରେ ଗୃହଯୁଦ୍ଧ ଭିତରେ ଭାରତ ଫେରିବେ ଫଶିଥିବା ୭୫ ଭାରତୀୟ।  ସିରିଆରୁ ସୁରକ୍ଷିତ ଭାବେ ସେମାନଙ୍କଚୁ ଲେବାନନ ଆସିଥିବା ସୂଚନା ମିଳିଛି।  ସେଠାରୁ ସ୍ବତନ୍ତ୍ର ବିମାନ ଯୋଗୁ ଫେରିବେ ଇଣ୍ଡିଆ ଫେରବେ । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଫସିଥିବା ଭାରତୀୟଙ୍କ ମଧ୍ୟରେ ୪୪ ଜଣ ଜମ୍ମୁ କାଶ୍ମୀରର ବାସୀନ୍ଦା ଥିବା ନେଇ ଏମଇଏ ପକ୍ଷରୁ ସୂଚନା ଦିଆଯାଇଛି। ସିରିଆରେ ୧୧ ଦିନରେ ବିଦ୍ରୋହ ଯୋଗୁ ୧୪ ବର୍ଷର ଶାସନର ପତନ ଘଟିଛି। ସିରିଆ ରାଷ୍ଟ୍ରପତି ଅସଦ ଦେଶ ଛାଡି ପରିବାର ସହ ଯାଇ ଋଷ ଆଶ୍ରୟ ନେଇଛନ୍ତି। ବିଦ୍ରୋହୀଙ୍କୁ ନୂଆ ସରକାର ଗଢିବାକୁ ସିରିଆ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

Advertisment