ରାସନ କାର୍ଡ ତାଲିକାରୁ କଟିପାରେ ୭୦ଲକ୍ଷ ହିତାଧିକାରୀଙ୍କ ନାଁ । ଏପର୍ଯ୍ୟନ୍ତ ହିତାଧିକାରୀ କରାଇନାହାନ୍ତି ଇ-କେୱାଇସି

Advertisment

ରାସନ କାର୍ଡ ତାଲିକାରୁ କଟି ଯାଇପାରେ ୭୦ ଲକ୍ଷ ହିତାଧିକାରୀଙ୍କ ନାଁ। କାରଣ ରାଜ୍ୟରେ ୬୯ ଲକ୍ଷ ୪୯ ହଜାର ୯୮୦ ଜଣ ହିତାଧିକାରୀ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି। ଅଗଷ୍ଟ ମାସରୁ ରାସନ କାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର

rasan 1

କନକବ୍ୟୁରୋ : ରାସନ କାର୍ଡ ତାଲିକାରୁ କଟି ଯାଇପାରେ ୭୦ ଲକ୍ଷ ହିତାଧିକାରୀଙ୍କ ନାଁ । କାରଣ ରାଜ୍ୟରେ ୬୯ ଲକ୍ଷ ୪୯ ହଜାର ୯୮୦ ଜଣ ହିତାଧିକାରୀ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି । ଅଗଷ୍ଟ ମାସରୁ ରାସନ କାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର ।  ହେଲେ ବର୍ତ୍ତମାନ ରାଜ୍ୟରେ ସୁଦ୍ଧା ୬୯ ଲକ୍ଷ ୪୯ ହଜାର ୯୮୦ ଜଣ ଇ-କେୱାଇସି କରିନାହାନ୍ତି  ।

ଏହା ଭିତରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ହିତାଧିକାରୀ ରହିଛନ୍ତି । ଜିଲ୍ଲାରେ ୫ ଲକ୍ଷ ୪୨ ହଜାର ୮୧ ଜଣ ଇ-କେୱାଇସି କରିନାହାନ୍ତି  ।  କେବଳ ଗଞ୍ଜାମ ନୁହଁ, କଳାହାଣ୍ଡି, ମୟୂରଭଞ୍ଜ, ନବରଙ୍ଗପୁରରେ ୪ ଲକ୍ଷରୁ ଅଧିକ କରିନାହାନ୍ତି ଇ-କେୱାଇସି  । ସବୁଠୁ ବଡ଼ କଥା ହେଉଛି ରାଜ୍ୟ ବାହାରେ ରହୁଥିବା ୯୪ ହଜାର ୬୫ ଜଣ ହିତାଧିକାରୀ ଇ-କେୱାଇସି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe