ରାଉରକେଲାରେ ଲଜ୍ଜା । ୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ !

Advertisment

ରାଉରକେଲାରେ ଲଜ୍ଜା । ଚାନ୍ଦିପୋଷ ଥାନା ଅଞ୍ଚଳରେ ୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ବସରୁ ଟେକିନେଇ ହେଲପର ଦୁଷ୍କର୍ମ କରିଥିବା ଥାନାରେ ଏତଲା । ୨ ଅଭିଯୁକ୍ତ ଅଟକ ।

Updated On

ରାଉରକେଲାରେ ଲଜ୍ଜା । ଚାନ୍ଦିପୋଷ ଥାନା ଅଞ୍ଚଳରେ ୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ବସରୁ ଟେକିନେଇ ହେଲପର ଦୁଷ୍କର୍ମ କରିଥିବା ଥାନାରେ ଏତଲା । ୨ ଅଭିଯୁକ୍ତ ଅଟକ ।

ଅଦ୍ୟତନ ହୋଇଛି
20-rape

କନକ ବ୍ୟୁରୋ: ୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ୍ । ସୁନ୍ଦରଗଡ଼ ଚାନ୍ଦିପୋଷ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା। ନାବାଳିକା ଜଣକ ପରିବାର ଲୋକଙ୍କ ସହ ବସ ଯୋଗେ ପିନ୍ଧାନୀ କାର୍ୟ୍ୟକ୍ରମକୁ ଯାଇଥିଲେ। ଏହି ସମୟରେ ନାବାଳିକା ବସରେ ଏକୁଟିଆ ଶୋଇଥିବା ବେଳେ ବସର ଖଲାସୀ ନାବାଳିକା ଜଣଙ୍କୁ ଜୋରଜବରଦସ୍ତ ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ପରିବାର ଲୋକେ ଚାନ୍ଦିପୋଷ ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe