ବେକରେ ଟାଙ୍ଗିଆ ଲଗାଇ ଲୁଟ୍ ; ଦିନଦ୍ୱିିପହରେ ୭ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଦିନ ଦ୍ୱିପ୍ରହରରେ ଟାଙ୍ଗିଆ ଦେଖାଇ ଲୁଟ୍ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଲୁଟର ଶିକାର ହୋଇଛନ୍ତି ଭାଇ ଭଉଣୀ । ୭ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।

41l

କନକ ବ୍ୟୁରୋ: ପୋଲିସକୁ ନାହିଁ ଅପରାଧୀଙ୍କ ଭୟ । ଦିନ ଦ୍ୱିପ୍ରହରରେ ଟାଙ୍ଗିଆ ଦେଖାଇ ଲୁଟ୍ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଲୁଟର ଶିକାର ହୋଇଛନ୍ତି ଭାଇ ଭଉଣୀ । ୭ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ମୁରିବାହାଲ ଥାନା ହଳଦୀ ଗାଁରେ ଥିବା ନିଜ କିୟୋସ ଵ୍ୟାଙ୍କକୁ ଯାଉଥିବା ବେଳେ ରାସ୍ତାରେ ଟାଙ୍ଗିଆ ଦେଖାଇ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe